ଚାହୁଁ ଚାହୁଁ କଡ଼କଡ଼ ଶବ୍ଦ କରି ଗଳିପଡ଼ିଲା ୩ ମହଲା କୋଠା

ମୁମ୍ବାଇ: ଚାହୁଁ ଚାହୁଁ କଡ଼କଡ଼ ଶବ୍ଦ କରି ଭୁଶୁଡ଼ିପଡ଼ିଲା ୩ ମହଲା କୋଠା। ମହାରାଷ୍ଟ୍ର ବୁଲଡାନା ଜିଲ୍ଲା ନାନ୍ଦୁରା ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ଘଟଣାର କୌଣସି କ୍ଷୟକ୍ଷତି ହୋଇନାହିଁ କି ଧନଜୀବନ ନଷ୍ଟ ହୋଇନାହିଁ।

ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ଲଗାତାର ଦୁଇଦିନ ହେଲା ବର୍ଷା ଜାରି ରହିଛି। ରାସ୍ତାଘାଟ ପ୍ରବଳ ପାଣି ଜମିବା ସହିତ ଟ୍ରାଫିକ୍‌ ସମସ୍ୟା ଉପୁଜିଛି। କାଲି ସକାଳଠାରୁ ମହାରାଷ୍ଟ୍ରରେ ବୁଲଡାନା ଜିଲ୍ଲାରେ ବି ପ୍ରବଳ ବର୍ଷା ହୋଇଥିଲା। ଫଳରେ ନନ୍ଦୁରା ସହରରେ ଥିବା ଏକ ୪୧ ବର୍ଷ ପୁରୁଣା ୩ ମହଲା ବିଲଡିଂଟି କଡ଼ କଡ଼ ଶବ୍ଦ କରି ତଳକୁ ଗଳିପଡ଼ିଥିଲା।

ବିଲଡିଂର ଏଭଳି ଅବସ୍ଥା ପାଇଁ ଲୋକଙ୍କୁ ପୂର୍ବରୁ ସତର୍କ କରିଥିଲା ପ୍ରଶାସନ। ବିଲଡିଂରୁ ସମସ୍ତଙ୍କୁ ବାହାର କରିନିଆଯିବା ସହିତ ଆଖପାଖ ଅଞ୍ଚଳ ଖାଲି କରି ଦିଆଯାଇଥିଲା। ଗତକାଲି ଅପରାହ୍ନ ୪ଟା ବେଳେ ୪୧ ବର୍ଷ ପୁରୁଣା ଏହି ୩ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like