୬ ହଜାର ଟଙ୍କା ଶସ୍ତା ହେଲା ଏହି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ସାମ୍‌ସଙ୍ଗ(Samsung)ର ଲାଟେଷ୍ଟ୍‌ ସ୍ମାର୍ଟଫୋନ୍‌ SAMSUNG Galaxy F62ର ଦାମ୍‌ କମ୍‌ ହୋଇଛି। ଫ୍ଲିପ୍‌କାର୍ଟ(Flipkart)ର ଇଲେକ୍ଟ୍ରୋନିକ୍‌ ସେଲ୍‌ରେ କମ୍‌ ଦାମ୍‌ରେ ସ୍ମାର୍ଟଫୋନ୍‌ ଉପଲ୍ଲବ୍ଧ ହୋଇଛି। ଯେଉଁଥିରେ ଆପଣ କମ୍‌ ଦାମ୍‌ରେ ଭଲ ଫିଚର୍ସ ଥିବା ସ୍ମାର୍ଟଫୋନ୍‌ କିଣିପାରିବେ।

ଫ୍ଲିପ୍‌କାର୍ଟରେ SAMSUNG Galaxy F62ର ଦାମ୍‌ ୩୧,୯୯୯ ଟଙ୍କା ଥିବାବେଳେ ସେଲ୍‌ରେ ଆପଣ ଏହି ଫୋନ୍‌ ୨୫,୯୯୯ ଟଙ୍କାରେ କିଣି ପାରିବେ। ଅର୍ଥାତ୍‌ ୬ ହଜାର ଟଙ୍କା ଶସ୍ତାରେ ଆପଣ ସାମ୍‌ସଙ୍ଗର ଏହି ସ୍ମାର୍ଟଫୋନ୍‌ କିଣିପାରିବେ।

ଯଦି ଆପଣ ICICI ବ୍ୟାଙ୍କ୍‌ର ଗ୍ରାହକ ତା’ହେଲେ ଏହି ଫୋନ୍‌ କିଣିଲେ ଆପଣଙ୍କୁ ୨,୫୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ କ୍ୟାଶ୍‌ବ୍ୟାକ୍‌ ମିଳିବ।

SAMSUNG Galaxy F62 ଫିଚର୍ସ

  • ୮ ଜିବି RAM, ୧୨୮ ଜିବି ROM।
  • 17.02 cm (6.7 ଇଞ୍ଚ) Full HD+ Display।
  • 64MP + 12MP + 5MP + 5MP | 32MP ଫ୍ରଣ୍ଟ୍‌ କ୍ୟାମେରା।
  • 7000 mAh ଲିଥିୟମ୍‌-ion ବ୍ୟାଟେରୀ।
  • Exynos 9825 ପ୍ରୋସେସର।

samsung

 

You might also like