ଜାମ୍ମୁରେ ଆତଙ୍କବାଦୀଙ୍କ ଗୁପ୍ତ ଶିବିର ଠାବ

ଆତଙ୍କୀଙ୍କ ଗୁପ୍ତ ଶିବିର ଠାବ

ଜାମ୍ମୁ-କାଶ୍ମୀର : ଜାମ୍ମୁରେ ବଢିବାରେ ଲାଗିଛି ଆତଙ୍କୀ କାର୍ଯ୍ୟକଳ।ପ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପୁଣି ଆତଙ୍କବାଦୀଙ୍କ ଗୁପ୍ତ ଶିବିର ଠାବ ହେ।ଇଛି । ତେବେ ଶିବିରରୁ ବିପୁଳ ପରିମାଣରେ ବିସ୍ଫେ।ରକ ଓ ମାରଣାସ୍ତ୍ର ଉଦ୍ଧାର କରାଯାଇଛି ।

ବାରମୂଳା ସେରେ ସର୍ଚ ଅପରେସନ ଚାଲିଥିବା ବେଳେ ଗୁପ୍ତ ଶିବିର ଠାବ କରିଛନ୍ତି ସୁରକ୍ଷ।କର୍ମୀ । ତେବେ ବାରମ୍ବାର ଏପରି ଭାବରେ ଗୁପ୍ତ ଶିବିର ଠାବ ହେଉଥିବାରୁ ସୀମାରେ ଅପରେସନକୁ ଜେ।ରଦାର କରାଯାଉଥିବା ନେଇ ସୂଚନା ମିଳିଛି ।

You might also like