କରୋନା ମୁକାବିଲା: ଖୁବ୍‌ ଶୀଘ୍ର ହେବ ଟେଲିଫୋନିକ ସର୍ଭେ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଭିନ୍ନ ଉପାୟରେ କରଯାଉଛି ମୁକାବିଲା। ତଥାପି କରୋନାକୁ ସମ୍ପୂର୍ଣ୍ଣ ହରାଇବା ସମ୍ଭବ ହୋଇ ପାରୁନି। ତେଣୁ କୋଭିଡ୍ ୧୯ ମୁକାବିଲା ଲାଗି ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ଟେଲିଫୋନିକ ସର୍ଭେ ।

ଲୋକଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଛି କି ନାହିଁ ସେ ନେଇ ଟେଲିଫୋନ୍ ଯୋଗେ ତଥ୍ୟ ସଂଗ୍ରହ କରାଯିବ। ମୋବାଇଲ ଫୋନ୍ ମାଧ୍ୟମରେ ସବୁ ନାଗରିକଙ୍କୁ ଫୋନ୍ କରାଯିବ। ସେମାନଙ୍କଠାରୁ ତଥ୍ୟ ନିଆଯିବ । ନ୍ୟାସନାଲ ଇନଫରମେଟିକ୍ ସେଣ୍ଟର ବା ଏନଆଇସି ଜରିଆରେ ଆରମ୍ଭ ହେବ ଏହି ସର୍ଭେ।

ଏଥିପାଇଁ ଲୋକଙ୍କୁ ୧୯୨୧ ନମ୍ବରରୁ କଲ ଯିବ ବୋଲି ସୂଚନା ଦିଆଯାଇଛି । ତେଣୁ ଏଥିରେ ସାମିଲ ହେବାକୁ ଲୋକମାନଙ୍କୁ ନିବେଦନ କରାଯାଇଛି । ସେପଟେ କେବଳ ୧୯୨୧ ନମ୍ବରରୁ କଲ ବ୍ୟତୀତ ଅନ୍ୟ ଫେକ୍ କଲ ପ୍ରତି ସତର୍କ ରହିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like