ସାହାସ ଅଛି ତ ଗିରଫ କରି ଦେଖାଅ : ତେଜସ୍ୱୀ ଯାଦବ

ବିହାର : ବିହାର ନିର୍ବାଚନ ଶେଷ ହେ।ଇଛି ସତ କିନ୍ତୁ ଥମିବାରେ ନା ନେଉନାହିଁ ରାଜନୀତି । ଚାଷୀ ପ୍ରସଙ୍ଗରେ ତେଜସ୍ୱୀ ରାଜ୍ୟ ସରକାରଙ୍କୁ ଜେ।ରଦାର ସମାଲେ।ଚନା କରିଛନ୍ତି । ବିହାରରେ ଗଠନ ହେ।ଇଥିବା ନୂଆ ସରକାରକୁ ଡରୁଆ ଓ ନିକମ। ସରକ।ର ବେ।ଲି କହିଛନ୍ତି । ତେବେ ତେଜସ୍ୱୀ ଚାଷୀମାନଙ୍କ ସହ ଏକାଠି ହେ।ଇଥିବାରୁ ତେଜସ୍ୱୀଙ୍କ ସହ ତାଙ୍କ ସମର୍ଥକଙ୍କ ନାଁରେ ମାମଲା ଦାୟର କରିଛନ୍ତି ସ୍ଥାନୀୟ ସରକାର ।

ତେବେ ମାମଲା ରୁଜୁ ହେବାପରେ ତେଜସ୍ୱୀ କହିଛନ୍ତି ଯେ, ଯଦି ସରକାରଙ୍କ ଦମ ଅଛି ତେବେ ତାଙ୍କୁ ଗିରଫ କରିକି ଦେଖାଉ । ଏହାସହ ତେଜସ୍ୱୀ ଏହାମଧ୍ୟ କହିଛନ୍ତି ଯେ, ଚାଷୀମାନଙ୍କ ପାଇଁ ସେ ରହିଛନ୍ତି, ଆଗାମୀ ଦିନରେ ବି ରହିବେ । କେବଳ ଏତିକି ନୁହେଁ ବରଂ ଦରକାର ପଡିଲେ ସେ ଚାଷୀଙ୍କ ପାଇଁ ଫାଶୀରେ ଚଢିବାକୁ ପ୍ରସ୍ତୁତ ବେ।ଲି ମଧ୍ୟ କହିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଚାଷ।ମାନଙ୍କ କଥା ବୁଝିପାରୁନାହାନ୍ତି ସେମାନେ ଆଉ କାହା କଥା ବୁଝିବେ ବେ।ଲି ପ୍ରଶ୍ନ କରିଛନ୍ତି ତେଜସ୍ୱୀ ।

You might also like