ଅରେଞ୍ଜ ଜୋନ୍‌ରେ ସାମାନ୍ୟ କୋହଳ, ଟ୍ୟାକ୍ସି ଓ କ୍ୟାବ୍ସ ସେବାକୁ ଅନୁମତି

ନୂଆଦିଲ୍ଲୀ: କରୋନା ମୁକାବିଲାକୁ ଆଖି ଆଗରେ ରଖି ଆଉ ୨ ସପ୍ତାହ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। ଏଥିଲାଗି ରେଡ୍‌, ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ କରାଯାଇଛି। ଅରେଞ୍ଜ ଜୋନ୍‌ରେ ରେଡ୍ ଜୋନ ପାଇଁ ଅନୁମତି ମିଳିଥିବା ସମସ୍ତ କାର୍ଯ୍ୟକଳାପ ଚାଲିବ। ଏଥିସହ ଅରେଞ୍ଜ୍ ଜୋନ୍‌ରେ ଟ୍ୟାକ୍ସି ଓ ଅନ୍‌ଲାଇନ କ୍ୟାବ୍ ସେବା ପାଇଁ ଅନୁମତି ମିଳିଛି।

ତେବେ କାରରେ ଡ୍ରାଇଭର୍‌ଙ୍କ ସହ କେବଳ ଜଣେ ଯାତ୍ରୀ ଯିବାକୁ ଅନୁମତି ମିଳିବ। ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ପାଇଁ ଅନ୍ୟ ଜିଲ୍ଲାକୁ ଗାଡ଼ି ନେଇ ଯାତ୍ରା କରିହେବ। ତେବେ ଚାରି ଚକିଆରେ ଡ୍ରାଇଭରଙ୍କୁ ଛାଡ଼ି ୨ଜଣ ଯାତ୍ରୀ ଯାଇପାରିବେ ଓ ୨ ଚକିଆରେ ଚାଳକଙ୍କ ସହ ଜଣଙ୍କୁ ଯିବାଲାଗି ଅନୁମତି ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like