ମେ ୧୧ ପରେ ଖୋଲିବ ଏହିସବୁ ଦୋକାନ

ଚେନ୍ନାଇ: ଲକ୍‌ଡାଉନ୍‌ ନିୟମ କୋହଳ କରିବେ ତାମିଲନାଡୁ ସରକାର। ମେ ୧୧ ତାରିଖଠାରୁ କଣ୍ଟେନମେଣ୍ଟ ଜୋନ୍‌ ହୋଇନଥିବା ଅଞ୍ଚଳରେ ଖୋଲିବ କିଛି ଦୋକାନ। କେଉଁ ଦୋକାନ ଖୋଲିବ କେଉଁଟା ଖୋଲିବନି, ତାର ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର।

ସେଗୁଡ଼ିକ ହେଲା- ଚା ଦୋକାନ, ବେକେରି, ହୋଟେଲ୍, ଗ୍ରୋସେରୀ ଷ୍ଟୋର, ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଦୋକାନ, ସମସ୍ତ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ବିକ୍ରି ଓ ମରାମତି ଦୋକାନ, ଯଥା କମ୍ପ୍ୟୁଟର୍‌ ମୋବାଇଲ ଓ ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ଦୋକାନ, ଘରୋଇ ଉପକରଣ ଖୋଲିବ।

ସେହିଭଳି ଚଷମା ଦୋକାନ, ବିନା ଏୟାର କଣ୍ଡିସନ୍‌ରେ ଛୋଟ ଗହଣା ଦୋକାନ, ଗ୍ରାମାଞ୍ଚଳରେ କପଡ଼ା ଦୋକାନ, ଫର୍ଣ୍ଣିଚର, ଜେରକ୍ସ, ଦୁଇ ଚକିଆ ଓ ଚାରିଚକିଆ ଗାଡ଼ି ବିକ୍ରି ଦୋକାନ ସହିତ ସର୍ଭିସ୍ ସେଣ୍ଟର, କୃଷି ସମ୍ପର୍କିତ ସାମଗ୍ରୀ ଦୋକନା, ଟାଇଲ୍ସ ଓ ରଙ୍ଗ ଦୋକନା,  ଅଟୋମୋବାଇଲ୍ ସ୍ପେୟାର୍‌ପାର୍ଟସ ନର୍ସରି ଗାର୍ଡେନ୍, କାଠ ଓ ପ୍ଲାଏଉଡ୍‌ ବିକ୍ରି ଦୋକାନ ଓ ସମିଲ୍ସ ଆଦି ଦୋକାନ ଖୋଲା ରହିବ ବୋଲି ତାମିଲ୍‌ନାଡୁ ସରକାର ତାଲିକା ଜାରି କରିଛନ୍ତି।

 

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

You might also like