ସୁଶାନ୍ତଙ୍କ ଡାକ୍ତର ଦେଲେ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରଠାରୁ ନୂଆ ନୂଆ କଥା ଖୁଲାସା ହେବାରେ ଲାଗିଛି। ପୋଲିସ ମଧ୍ୟ ଘଟଣାକୁ ଗୁରୁତର ଭାବେ ନେଇ ଅନୁସନ୍ଧାନ ଜାରି ରଖିଛି। ସୁଶାନ୍ତଙ୍କର ପାଖ ଲୋକମାନଙ୍କର ବୟାନ ମଧ୍ୟ ରେକର୍ଡ଼ କରୁଛି ପୋଲିସ। ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିବା ସହ ପୋଲିସ ସୁଶାନ୍ତଙ୍କ ମନସ୍ତତ୍ତ୍ୱବିତ୍‌ ଡାକ୍ତର କିର୍ସି ଚାୱାଲଙ୍କର ମଧ୍ୟ ବୟାନ ରେକର୍ଡ କରିଛି। ସୁଶାନ୍ତଙ୍କ ଡାକ୍ତର ପୋଲିସକୁ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଥିବା ଜଣାପଡିଛି।

Sushant Singh Rajput Suicide: "Ankita Lokhande Is Crying Like Hell ...

ସୁଶାନ୍ତଙ୍କ ଡାକ୍ତରଙ୍କ କହିବା ଅନୁଯାୟୀ, ‘ସୁଶାନ୍ତ ଗତ ଛଅ ମାସ ତଳେ ମୋ ସହିତ ଦେଖା ହୋଇଥିଲେ। ସୁଶାନ୍ତ ଡାକ୍ତରଙ୍କୁ କହିଥିଲେ ଯେ ମୋତେ ରାତିସାରା ଠିକ୍‌ ସେ ନିଦ ହେଉନାହିଁ। ମନକୁ ଅଜବ କଥା ସବୁ ଆସୁଛି। ମୋତେ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟବହାର କିଛି ଠିକ୍‌ ଲାଗୁନି। ମୁଁ ଅଙ୍କିତା ଲୋଖଣ୍ଡେଙ୍କୁ ବହୁତ୍‌ ମିସ୍‌ କରୁଛି। ମୁଁ ଏବେ ଅନୁତାପ କରୁଛି ଯେ ଅଙ୍କିତା ସହ ବ୍ରେକ୍‌ଅପ୍‌ କରି ବହୁତ ବଡ ଭୁଲ୍‌ କରିଛି। ମୁଁ ଅଙ୍କିତାଙ୍କୁ କେବେ ବି ଭୁଲି ପାରୁନି। ଅଙ୍କିତା ଗୋଟାଏ କଥାକୁ ନେଇ ବିଭିନ୍ନ କଥା ଚିନ୍ତା କରନ୍ତି ବୋଲି ସୁଶାନ୍ତ କହିଥିଲେ। ସୁଶାନ୍ତ ପ୍ରାୟ ୧‍ବର୍ଷ ଧରି ଡିପ୍ରେସନରେ ଥିଲେ। ସୁଶାନ୍ତ ନିଜ ସମ୍ପର୍କକୁ ନେଇ ଖୁସି ନଥିଲେ।’

Sushant Singh Rajput's real reason for break-up with Ankita ...

ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ।

ବାୟୋପିକ୍‌ ‘ଏମ୍.ଏସ୍ ଧୋନି: ଦ ଅନ୍‌ଟୋଲ୍ଡ‌ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍‌ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ହିଟ୍‌ କରିଥିଲା। କ୍ରିକେଟର ଏମ୍‌.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।

 

ଆହୁରି ପଢ଼ନ୍ତୁ

ମୃତ୍ୟୁ ପୂର୍ବରୁ ଡ୍ରଗ୍‌ ଡିଲର୍‌ଙ୍କୁ କାହିଁକି ଭେଟିଥିଲେ ସୁଶାନ୍ତ ?

ସୁଶାନ୍ତ ସିଂଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ !

ସୁଶାନ୍ତଙ୍କ ଆତ୍ମହତ୍ୟାର ୧୪ ଦିନ ପରେ ଗର୍ଲଫ୍ରେଣ୍ଡ୍‌ ରିୟା ନେଲେ ଏମିତି ପଦକ୍ଷେପ

‘ବାହୁବଳୀ’ ନିର୍ଦ୍ଦେଶକଙ୍କ ଏହି ବିଗ୍ ବଜେଟ୍ ଫିଲ୍ମରୁ ବାଦ୍ ପଡ଼ିବେ କି ଆଲିୟା ଭଟ୍ଟ?

ଯେତେବେଳେ ନିଜକୁ ଧୋନିଙ୍କ ରୂପରେ ଦେଖିଥିଲେ ସୁଶାନ୍ତ, ଏମିତି ଥିଲା ରିଆକ୍ସନ…

ସଲମାନ୍ ଖାନଙ୍କୁ ‘ପୋଷ୍ଟର୍ ବୟ’ କହି ବର୍ଷିଲେ ସୋନା ମହାପାତ୍ର

ଟି-ସିରିଜ୍ କମ୍ପାନୀ ମାଲିକଙ୍କୁ ଖୋଲା ଚେତାବନୀ ଦେଲେ ସୋନୁ ନିଗମ, କହିଲେ…

‘ବନ୍ଦେ ଭାରତମ୍‌’ ଫିଲ୍ମରେ ଲିଡ୍‌ ରୋଲ କରିଥାନ୍ତେ ସୁଶାନ୍ତ, କିନ୍ତୁ…

ସୁଶାନ୍ତଙ୍କ ଆତ୍ମହତ୍ୟାର ସପ୍ତାହକ ପରେ ନୀରବତା ଭାଙ୍ଗିଲେ ସଲମାନ୍‌, ଫ୍ୟାନ୍ସଙ୍କୁ କଲେ ଏମିତି ନିବେଦନ

ମୃତ୍ୟୁ ପୂର୍ବରୁ ଘରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଦରମା ଦେଇଥିଲେ ସୁଶାନ୍ତ, ଆଉ କହିଥଲେ…

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ସଲମାନ୍‌, କରଣ ଜୋହରଙ୍କ ସମେତ ୮ଜଣଙ୍କ ବିରୋଧରେ ମାମଲା ରୁଜୁ

ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ୫ ବର୍ଷର ଭଣଜା କହିଲେ ଏମିତି କଥା, ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ

You might also like