ଶେଷ ଥର ପାଇଁ କେଉଁ କଳାକାରଙ୍କୁ କଲ୍ କରିଥିଲେ ସୁଶାନ୍ତ ?

ମୁମ୍ବାଇ: ମୁମ୍ବାଇରେ ହୋଇପାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷକୃତ୍ୟ। କପୁର ହସ୍ପିଟାଲ୍‌ରେ ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ତାଙ୍କର ମୃତଦେହ ହସ୍ତାନ୍ତର କରାଯିବ ।

ସୁଶାନ୍ତଙ୍କ ବାପା ଓ ସମ୍ପର୍କୀୟମାନେ ମୁମ୍ବାଇରେ ପହଞ୍ଚି ଯାଇଛନ୍ତି। ପୋଲିସ୍‌ର ପ୍ରାଥମିକ  ତଦନ୍ତରେ ସୁଶାନ୍ତଙ୍କ ଆତ୍ମହତ୍ୟା ଥିଓରୀ ସାମ୍ନାକୁ ଆସିଛି । ହେଲେ ଏନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ସମ୍ପର୍କୀୟ।

ସେପଟେ ପୁରା ମାମଲାର ତଦନ୍ତ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ  ଆରମ୍ଭ କରିଛି।  ସୁଶାନ୍ତଙ୍କ ରୁମ୍‌ରୁ ଆଣ୍ଟି ଡିପ୍ରେସନ୍ ମେଡିସିନ୍ ଜବତ କରାଯାଇଛି। ଯାହାକୁ ତଦନ୍ତ ପରିସରକୁ ନିଆଯାଇଛି। ଏହାସହ ସେ ଗତକାଲି ଶେଷ ଥର ପାଇଁ ଜଣେ କଳାକାରଙ୍କୁ କଲ୍ କରିଥିବା ସୂଚନା ମିଳୁଛି।

ସେ ଦିଗକୁ ନେଇ ବି ତଦନ୍ତ ହେଉଛି।  ସୁଶାନ୍ତଙ୍କ ସାନ ଭଉଣୀ କହିଛନ୍ତି ତାଙ୍କର କୌଣସି ପ୍ରକାରର ଟଙ୍କା ପଇସାର ଅସୁବିଧା ନ ଥିଲା ସୁଶାନ୍ତଙ୍କ ଉପରେ କୌଣସି ଋଣ ବି ନଥିଲା । ତେବେ ଆତ୍ମହତ୍ୟା ପଛରେ କଣ ରହିଛି କାରଣ ସେ ନେଇ ଖୋଳତାଡ଼ ଚାଲିଛି ।

ଏଥିଲାଗି ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ ବି ହୋଇପାରେ। ଗତକାଲି ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ସୁଶାନ୍ତ ସିଂ ରାଜପୁତଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ସନ୍ଦେହ କରିଥିଲା ପୋଲିସ।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂଙ୍କ ପରେ ଅଳ୍ପ ବୟସରେ ଦୁନିଆକୁ ଅଲ୍‌ବିଦା କହିଲେ ଅଭିନେତ୍ରୀ ଦିବ୍ୟା ଚୌକ୍‌ସେ

ସୁଶାନ୍ତ ସିଂଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ !

ସୁଶାନ୍ତଙ୍କ ଆତ୍ମହତ୍ୟାର ୧୪ ଦିନ ପରେ ଗର୍ଲଫ୍ରେଣ୍ଡ୍‌ ରିୟା ନେଲେ ଏମିତି ପଦକ୍ଷେପ

ଶେଷଥର ପାଇଁ ବାପାଙ୍କୁ ଏହି କଥା କହିଥିଲେ ସୁଶାନ୍ତ…

ଯେତେବେଳେ ନିଜକୁ ଧୋନିଙ୍କ ରୂପରେ ଦେଖିଥିଲେ ସୁଶାନ୍ତ, ଏମିତି ଥିଲା ରିଆକ୍ସନ…

ଜୀବନରେ ସବୁଠୁ ବେଶୀ ଡର କ’ଣ ଲାଗେ ? ପ୍ରଶ୍ନରେ ଏମିତି ଉତ୍ତର ଦେଇଥିଲେ ସୁଶାନ୍ତ

‘ବନ୍ଦେ ଭାରତମ୍‌’ ଫିଲ୍ମରେ ଲିଡ୍‌ ରୋଲ କରିଥାନ୍ତେ ସୁଶାନ୍ତ, କିନ୍ତୁ…

ସୁଶାନ୍ତଙ୍କ ପୂର୍ବରୁ ଧୋନିଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ ଏହି ଅଭିନେତା

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କ ପାଇଁ ବଢ଼ିଲା ଅଡ଼ୁଆ

ସୁଶାନ୍ତଙ୍କ ଆତ୍ମହତ୍ୟାର ସପ୍ତାହକ ପରେ ନୀରବତା ଭାଙ୍ଗିଲେ ସଲମାନ୍‌, ଫ୍ୟାନ୍ସଙ୍କୁ କଲେ ଏମିତି ନିବେଦନ

ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ କେବଳ ଏହି ବାନ୍ଧବୀ ହିଁ ବଞ୍ଚାଇ ପାରିଥାନ୍ତେ !

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ ୯ ଘଣ୍ଟା ଜେରା, ସାମ୍ନାକୁ ଆସିଲା ଅନେକ ତଥ୍ୟ…

You might also like