ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅନେକ ଲୋକ ନାଁ ସାମ୍ନାକୁ ଆସିଥିଲା। ସେଥିରେ ବଲିଉଡ୍ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ମଧ୍ୟ ସାମିଲ୍ ଥିଲା। ଦିଶାଙ୍କର ମୃତ୍ୟୁରେ ସୁରଜଙ୍କର ହାତ ଥିବା ନେଇ ଅନେକ ଖବର ପ୍ରକାଶ ପାଇବା ପରେ ଏବେ ଏନେଇ ଥାନାରେ ମାମଲା କରିଛନ୍ତି ସୁରଜ ପଞ୍ଚୋଲି।

ଯେଉଁମାନେ ତାଙ୍କ ନାଁକୁ ଦିଶାଙ୍କ ମୃତ୍ୟୁ ମାମଲାରେ ଯୋଡ଼ିଛନ୍ତି, ସେମାନଙ୍କ ନାଁରେ ଥାନାରେ ମାମଲା କରିଛନ୍ତି ସୁରଜ। ଖବର ଅନୁସାରେ, ସୋସିଆଲ୍ ମିଡିଆରେ କିଛି ସଫଳ ୟୁଟ୍ୟୁବର୍ସ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଏହି ମାମଲା କରିଛନ୍ତି ସୁରଜ। ମିଥ୍ୟା ଖବର ପରିବେଷଣ ନେଇ ଥାନାରେ ମାମଲା ହୋଇଛି।

ସୁରଜଙ୍କ ଅଭିଯୋଗ ଅନୁସାରେ, ଏହିଭଳି ମିଛ ଖବର ପରିବେଷଣ କରୁଥିବା ଲୋକମାନଙ୍କ ବିଷୟରେ ମେଣ୍ଟାଲ ହାରାସମେଣ୍ଟ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଅଗଷ୍ଟ ୧୦ ତାରିଖରେ ଥାନାରେ ମାମଲା କରିଛନ୍ତି ସୁରଜ। କିନ୍ତୁ ତାଙ୍କୁ ଏ ବିଷୟରେ ପଚାରିବାରୁ ସେ କିଛି କହିନଥିଲେ।

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

You might also like