ଆସନ୍ତାକାଲି ଅଯୋଧ୍ୟା ରାୟ

ନୂଆଦିଲ୍ଲୀ:  ଆସନ୍ତାକାଲି  ଶନିବାର ଆସିବ ବହୁ ପ୍ରତୀକ୍ଷିତ ତଥା ଚର୍ଚ୍ଚିତ ଅଯୋଧ୍ୟା ରାୟ। ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ମାମଲାର ରାୟ ପ୍ରାକଶ ପାଇବ । ରାଜନୀତିକ ଏବଂ ସାଂସ୍କୃତିକ କାରଣରୁ ଅତି ସମ୍ବେଦନଶୀଳ ଏହି ମାମଲାର ରାୟ ସକାଳ ୧୦.୩୦ ସମୟରେ ଆସିବ।
ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବାକୁ ଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇବେ।

You might also like