ଟଙ୍କାକରେ ବଜେଟ୍‌ ହିସାବ

ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ୨୭,୮୬,୩୪୯ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍‌ର ହିସାବରେ ଆସନ୍ତୁ ଜାଣିବା ଟଙ୍କାଟିଏ ଆସିବ କେଉଁଠୁ ଓ ଯିବ କୁଆଡ଼େ

ଟଙ୍କାଟିଏ ଆସିବ କେଉଁଠୁ
(ପଇସାରେ)

୧: ଋଣ ଓ ଅନ୍ୟାନ୍ୟ ଖର୍ଚ୍ଚ-୨୦

୨: କର୍ପୋରେଟ ଟିକସ-୨୧

୩: ଆୟକର-୧୬

୪: ସୀମା ଶୁଳ୍କ-୪

୫: କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୮

୬: ଜିଏସ୍‌ଟି ଓ ଅନ୍ୟାନ୍ୟ ଟିକସ-୧୯

୭: ଅଣ ଟିକସ ରାଜସ୍ୱ-୯

୮: ଅଣ ଋଣ ପୁଞ୍ଜି ଆୟ-୩

ଟଙ୍କାଟିଏ ଯିବ କୁଆଡ଼େ

(ପଇସାରେ)

୧: ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ-୨୩

୨: ପେନସନ-୫

୩: ଅନ୍ୟାନ୍ୟ ବ୍ୟୟ-୮

୪: କେନ୍ଦ୍ରୀୟ ଅନୁଦାନ ଯୋଜନା-୯

୫: କେନ୍ଦ୍ରୀୟ ଯୋଜନା-୧୩

୬:ସୁଧ ଦେୟ-୧୮

୭: ପ୍ରତିରକ୍ଷା-୯

୮:ସବସିଡି-୮

୯: ଅର୍ଥ କମିଶନ ଓ ଅନ୍ୟାନ୍ୟ-୭

ଆହୁରି ପଢ଼ନ୍ତୁ

ମନୋଜ ଦାସଙ୍କୁ ଭେଟି ସମ୍ମାନିତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ବଦଳିବ ଟାକ୍ସ ସ୍ଲାବ୍ ନା ମିଳିବ ରିହାତି ; ତାକୁ ନେଇ ବଢୁଛି ଉତ୍କଣ୍ଠା

ନାବାଳିକାଙ୍କ ପେଟରୁ ବାହାରିଲା ଅଧ କେଜିର ମଣିଷ ଚୁଟି ଓ ସାମ୍ପୋ ପ୍ୟାକେଟ୍‌

ଆଉ ଏକ ନିର୍ଭୟା; ଯୁବତୀଙ୍କୁ ଅଚେତ କରି ଦୁଷ୍କର୍ମ ଓ ନିର୍ଯାତନା

ଭାରତ ମହାସାଗରରେ ଚାଇନା ଜାହାଜ

ପାକିସ୍ତାନକୁ ହରାଇବା ପାଇଁ ୧୦ ଦିନରୁ ଅଧିକ ଲାଗିବ ନାହିଁ-ମୋଦି

ପଦ୍ମ ପୁରସ୍କାରପ୍ରାପ୍ତ ଗାଳ୍ପିକ ମନୋଜ ଦାସଙ୍କୁ ଅସମ୍ମାନ

ତିନି ଦିନ ବନ୍ଦ ରହିବ ବ୍ୟାଙ୍କ, ୨ ଦିନ ଭିତରେ ସାରି ନିଅନ୍ତୁ କାମ

ଦିଲ୍ଲୀରେ ପହଞ୍ଚିଲା କରୋନା ଭାଇରସ୍‌; ଡାକ୍ତରଖାନାରେ ଭର୍ତ୍ତି ହେଲେ ୩ ସନ୍ଦିଗ୍ଧ

ରାସ୍ତାର ଗର୍ତ୍ତ ପାଇଁ ଦିନେ ପୁଅକୁ ହରାଇଥିଲେ, ଆଜି ସେଇ ରାସ୍ତାରେ ବାପା କରୁଛନ୍ତି ଏମିତି କାମ

ଡେଟିଂ ଆପ୍‌ରେ ୮ ଲକ୍ଷ ବିବାହିତ ! ପରକୀୟା ପ୍ରୀତି ପାଇଁ ସାଥି ଖୋଜା

ତାଲିବାନ ଇଲାକାରେ ଖସିପଡ଼ିଲା ଯାତ୍ରୀବାହୀ ବିମାନ

You might also like