ଅଭିନେତା ସୋନୁ ସୁଦ୍‌ଙ୍କୁ ଶିବସେନାର ସମାଲୋଚନା

ମୁମ୍ବାଇ: ପ୍ରବାସୀଙ୍କୁ ନିଜ ଘରେ ପହଞ୍ଚାଇବାକୁ ନେଇ ଦେଶବାସୀଙ୍କ ଆଗରେ ହିରୋ ସାଜିଥିବା ଅଭିନେତା ସୋନୁ ସୁଦଙ୍କୁ ଶିବସେନାର ସମାଲୋଚନା।

ଦଳର ମୁଖପତ୍ର ସାମନାରେ ବ୍ୟଙ୍ଗାତ୍ମକ ଲେଖାରେ ସୋନୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଶିବସେନା ନେତା ତଥା ସାମନାର ସଂପାଦକ ସଂଜୟ ରାଉତ। ସୋନୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଓ ବିଜେପିର ପ୍ରଚାର ମଧ୍ୟ କରିପାରନ୍ତି ବୋଲି ସେ ଏଥିରେ ଲେଖିଛନ୍ତି।

ମହାରାଷ୍ଟ୍ର ସରକାର ଓ ଶାସକ ଦଳ ଶିବସେନାକୁ ଆକ୍ରମଣ କରିବା ଲାଗି ସୋନୁ ବିଜେପିର ହାତବାରିସୀ ସାଜିଛନ୍ତି। ଏପରିକି ଲକଡାଉନ ବେଳେ ଜଣେ ନୂଆ ମହାତ୍ମା ବାହାରି ଆସିଲେ ବୋଲି ସୋନୁଙ୍କୁ ସମାଲୋଚନା କରି କହିଛନ୍ତି ସଂଜୟ।

ଆହୁରି ପଢ଼ନ୍ତୁ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

Bhubaneswar Corona News: ୩୦୫ କରୋନା ପଜିଟିଭ ଚିହ୍ନଟ, ୨୧୫ ଲୋକାଲ୍‌ କେସ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

You might also like