ଓଡ଼ିଆ ପୁଅ ସହିଦ୍‌ ପ୍ରଦୀପ କୁମାର ପଣ୍ଡାଙ୍କୁ କୀର୍ତ୍ତିଚକ୍ର ସମ୍ମାନ

ନୂଆଦିଲ୍ଲୀ :  ଓଡ଼ିଆଙ୍କ ପାଇଁ ଗୌରବ। ଓଡ଼ିଆ ପୁଅ ସହିଦ ପ୍ରଦୀପ କୁମାର ପଣ୍ଡା ପାଇବେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର କୀର୍ତ୍ତିଚକ୍ର ସମ୍ମାନ।

ଗତ ଜାନୁଆରୀ ୨୦୧୮ମସିହାରେ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ି ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ବୀର ଓଡ଼ିଆ ପୁଅ ପ୍ରଦୀପ ପଣ୍ଡା। ଲେଥପୁରା ଅଞ୍ଚଳରେ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀଙ୍କ ସହ ବୀରତ୍ୱର ସହ ଲଢ଼ି ସେ ଦେଶ ପାଇଁ  ସହିଦ ହୋଇଥିଲେ।

ପ୍ରଦୀପଙ୍କ ଘର ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଲିପଲୋଇ ଗାଁରେ। ମରଣୋତ୍ତରଭାବେ ତାଙ୍କୁ ଏହି ସମ୍ମାନ ମିଳିବ।

You might also like