କରୋନା ଔଷଧ ତିଆରି କରିବେ ଭାରତର ୬ କମ୍ପାନୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅଧୀନରେ ଥିବା ନୀତି ଆୟୋଗର ସିଇଓ ଅମିତାଭ କାଣ୍ଟ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟୁଇଟ୍ କରି କହିଛନ୍ତି ଯେ ମହାମାରୀର ମୁକାବିଲା ପାଇଁ ଭାରତର ୬ଟି କମ୍ପାନୀ ଭ୍ୟାକ୍ସିନ୍‌ ତିଆରି କରିବାରେ ସାମିଲ୍‌ ହୋଇଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି ଯେ କରୋନା ଭାଇରସ(CoVID-19) ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ପାଇଁ ଭାରତର ପ୍ରଥମ ୬ଟି କମ୍ପାନୀ ସାମିଲ୍‌ ହୋଇଛି। ବିଶ୍ୱରେ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ପାଇଁ ଭାରତ ହେଉଛି କେନ୍ଦ୍ରସ୍ଥଳି। ଭାରତ ବିଶ୍ୱରେ ଭ୍ୟାକ୍ସିନ୍‌ ହବ୍‌ ଭାବରେ ଉଭା ହୋଇଛି। କମ୍‌ ମୂଲ୍ୟରେ ଭ୍ୟାକ୍ସିନ୍‌ ପାଇବା ଓ ବିଶ୍ୱକୁ କୋଭିଡ୍‌-୧୯ରୁ ମୁକ୍ତ କରିବା।

ଅମିତାଭ କାଣ୍ଟଙ୍କ ଟ୍ୱିଟରେ ଏକ ଫଟୋ ମଧ୍ୟ ଅଛି, ଯେଉଁଥିରେ ସେହି ୬ଟି କମ୍ପାନୀର ନାମ ଲେଖାଯାଇଛି। କମ୍ପାନୀଗୁଡିକର ନାମ ହେଉଛି ଜିଡସ୍ କ୍ୟାଡିଲା, ଭାରତ ବାୟୋଟେକ୍, ଇଣ୍ଡିଆନ୍ ଇମ୍ୟୁନୋଲୋଜିକାଲ୍ ଲିମିଟେଡ୍, ବାୟୋଲୋଜିକାଲ୍ ଇ ଲିମିଟେଡ୍‌, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍ ଏବଂ ମିନଭ୍ୟାକ୍ସ ।  କରୋନା ସହିତ ଲଢ଼ିବା kପାଇଁ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବାରେ ସାମିଲ୍‌ ହୋଇଛନ୍ତି।

 

 

 

 

ଆହୁରି ପଢ଼ନ୍ତୁ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

କରୋନାକୁ ହରାଇଲେ ୧୦୬ ବର୍ଷର ବୃଦ୍ଧା

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ସୋମବାରଠାରୁ ଆରମ୍ଭ ହେବ ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଏଣିକି ଅଧଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

You might also like