କର୍ଣ୍ଣାଟକ ରାଜନୀତି: ବିଧାୟକ ଦଳ ବୈଠକ ଡାକିଲା କଂଗ୍ରେସ

ବେଙ୍ଗାଲୁରୁ: ବିଦ୍ରୋହୀମାନଙ୍କୁ ମନାଇବାରେ ବିଫଳ ହୋଇଥିବା କଂଗ୍ରେସ-ଜେଡିଏସ୍‌ ଯୋଡ଼ି କେମିତି ସରକାରକୁ ବଞ୍ଚାଇବେ, ସେ ଚିନ୍ତାରେ ପଡ଼ିଛନ୍ତି। ଗତକାଲି କିଛିଟା ଆଶା ଦେଇଥିବା କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଆଜି ପୁଣିଥରେ ବିଜେପି କ୍ୟାମ୍ପକୁ ଚାଲି ଯାଇଛନ୍ତି।

You might also like