ଶେହଲା ରସିଦଙ୍କ ନାଁରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା କହି ସୋଶାଲ ମିଡିଆରେ ଆପତ୍ତି ଜନକ ପୋଷ୍ଟ କରିବା ଜେଏନ୍‌ୟୁର ପୂର୍ବତନ ଛାତ୍ର ନେତା ଶେହଲା ରସିଦଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ତାଙ୍କ ନାଁରେ ଆଜି ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ ପକ୍ଷରୁ ଶେହଲାଙ୍କ ନାଁରେ ୧୨୫-ଏ, ୧୫୩-ଏ, ୧୫୩, ୫୦୪ ଓ ୫୦୫ ଅନୁଯାୟୀ ମାମଲା ରୁଜୁ କରିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ଶେହଲା ବିରୋଧ କରି ଆସୁଛନ୍ତି। ଏଥିସହ ଉପତ୍ୟକାରେ ଦୀର୍ଘ ଗୋଟିଏ ମାସ ହେଲା ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିବାକୁ ସେ ଦାବି କରୁଛନ୍ତି।

ଏସବୁ ଭିତରେ ଶେହଲା ଟ୍ୱିଟ କରି କହିଥିଲେ ଯେ “ ଭାରତୀୟ ସେନା ଯବାନମାନେ ମନଇଚ୍ଛା ଲୋକଙ୍କ ଘରେ ପ୍ରବେଶ କରି ସେମାନଙ୍କୁ ମାଡ଼ ମାରୁଛନ୍ତି। ଜମ୍ମୁ-କଶ୍ମୀର ଲୋକଙ୍କ ମାନବାଧିକାର ଉଲ୍ଲଙ୍ଘନ କରାଯାଉଛି। ଲୋକଙ୍କ ରାସନ ସାମଗ୍ରୀ ଏଣେତେଣେ ଫିଙ୍ଗି ଦେଉଛନ୍ତି। ଚାଉଳରେ ମଧ୍ୟ ତେଲ ମିଶାଇ ଏହାକୁ ନଷ୍ଟ କରିଦେଉଛନ୍ତି। ବିଜେପିର ଏଜେଣ୍ଡା ଅନୁଯାୟୀ ଭାରତୀୟ ସେନା କାର୍ଯ୍ୟ କରୁଛି।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like