ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ରେକର୍ଡ ସୃଷ୍ଟି କଲା ସେୟାର ବଜାର

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସେୟାର ବଜାର ରେକର୍ଡ ସୃଷ୍ଟି କରିଛି। ଆଜି ସେନ୍‌ସେକ୍ସ ୩୯ ହଜାର ପଏଣ୍ଟରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି।

କାରବାର ଆରମ୍ଭରୁ ସେନ୍‌ସେକ୍ସ ୩ ଶହରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି। ଏହା ସହିତ ୩୯ ହଜାର ପଏଣ୍ଟ ପାର୍ କରିଛି। ସେହିପରି ନିଫ୍‌ଟି ମଧ୍ୟ ବୃଦ୍ଧି ପାଇ ୧୧ ହଜାର ୭ ଶହ ପଏଣ୍ଟ ଛୁଇଁଛି।

ଗତ ବର୍ଷ ସେପ୍ଟେମ୍ବର  ପରେ ପ୍ରଥମ ଥର ପାଇଁ ନିଫ୍‌ଟି ୧୧ ହଜାର ୭ ଶହ ପଏଣ୍ଟ ଛୁଇଁଛି। ବିଶେଷ କରି ମେଟାର୍, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଅଟୋ ସେକ୍ଟର ଓ କ୍ୟାପିଟାଲ ଗୁଡସ୍‌ ସେୟାରରେ ବୃଦ୍ଧି ହୋଇଛି। FII ବୃଦ୍ଧି ପାଇଥିବାରୁ ଏହାର ସକାରାତ୍ମକ ପ୍ରଭାବ ମାର୍କେଟରେ ପଡ଼ିଛି।

ଆହୁରି ପଢ଼ନ୍ତୁ

ନେତାଙ୍କୁ ଜୋତାମାଳ ପିନ୍ଧାଇ, ଗଧ ପିଠିରେ ବସାଇ ବୁଲାଇଲେ

ଡାକ୍ତରଖାନାରେ ଭର୍ତ୍ତି ହେଲେ ରବର୍ଟ ଭଦ୍ରା

ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଇଲା କୁକୁର

କଙ୍ଗାରୁକୁ ପାଣିରୁ ଉଦ୍ଧାର କଲା ପୁଲିସ, ଆଉ ତା ପରେ ….

ଖୁବ୍‌ ଶୀଘ୍ର ସୋଶାଲ ମିଡିଆର ଅପବ୍ୟବହାର ଉପରେ ଲାଗିବ ରୋକ

ଏଣିକି ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମନା

ଠିକ୍‌ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଅଭିନେତ୍ରୀଙ୍କ ମୃତ୍ୟୁ

ଚିଦାମ୍ବରମଙ୍କୁ ମିଳିଲା ଜାମିନ୍‌, ହେଲେ ଜେଲ୍‌ରେ ରହିବେ

ଖନନ ବେଳେ ମିଳିଲା ୮ ହଜାର ବର୍ଷର ପୁରୁଣା ମୋତି

ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ

ପୁରୁଷ ବନ୍ଧୁଙ୍କ ଦୁଷ୍କର୍ମର କାହାଣୀ କହିଲେ ଫିଲ୍ମ ନିର୍ମାତା

You might also like