ସୁଧ ହାର କମାଇଲା SBI

ନୂଆଦିଲ୍ଲୀ: ସେଭିଂସ୍‌ ଡିପୋଜିଟ୍‌ ଉପରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI) ଏହାର ସୁଧ ହାର କମାଇଛି। ୫ ବେସିସ୍ ପଏଣ୍ଟ ହ୍ରାସ କରି ଏହାକୁ ୨.୭୦ ପ୍ରତିଶତ ରଖିଛି SBI। ଗତ ମେ ୩୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ।

ଏହାକୁ ମିଶାଇ ଚଳିତ ବର୍ଷ ୨ ମାସରେ ୨ ଥର ସେଭିଂସ୍‌ ଡିପୋଜିଟ୍‌ ଉପରେ  ସୁଧ ହାର ହ୍ରାସ କଲାଣି SBI। ଗତ ଏପ୍ରିଲରେ ମଧ୍ୟ ସେଭିଂସ୍‌ ଡିପୋଜିଟ୍‌ ଉପରେ ସୁଧହାର ହ୍ରାସ କରିଥିଲା SBI

ସେହିପରି ମେ’ ୨୭ ତାରିଖରୁ ଟର୍ମ ଡିପୋଜିଟରେ ମଧ୍ୟ SBI ୪୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ୭ରୁ ୪୫ ଦିନର ଡିପୋଜିଟ୍‌ ଉପରେ ସୁଧହାର ୩.୩୦ ପ୍ରତିଶତ ହ୍ରାସ କରି ୨.୯୦ ପ୍ରତିଶତ ରଖିଛି SBI। ସେହିପରି ୧୮୦ରୁ ୨୧୦ ଦିନ ଭିତରେ ଥିବା ଫିକ୍ସଡ୍‌ ଡିପୋଜିଟ୍‌ର ସୁଧ ହାର ୪.୮୦ ପ୍ରତିଶତରୁ କମି ୪.୪୦ ପ୍ରତିଶତ ରଖାଯାଇଛି। ୫ରୁ ୧୦ ବର୍ଷ ମଧ୍ୟରେ ମ୍ୟାଚୁରିଟି ହେଉଥିବା ଡିପୋଜିଟ୍ ଉପରେ ବାର୍ଷିକ ସୁଧହାର ୫.୭୦ ପ୍ରତିଶତ ହ୍ରାସ କରାଯାଇ ୫.୪୦ ପ୍ରତିଶତ ରଖାଯାଇଛି।

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like