ଡ୍ରଗ୍ସ କନେକ୍ସନ ମାମଲାରେ ଅଭିନେତ୍ରୀଙ୍କ ଘରେ ରେଡ୍

ବେଙ୍ଗାଲୁରୁ: ଡ୍ରଗ୍ସ କନେକ୍ସନ ମାମଲାରେ କନ୍ନଡ ଅଭିନେତ୍ରୀଙ୍କ ଘରେ ରେଡ୍ କରିଛି ସେଣ୍ଟ୍ରାଲ କ୍ରାଇମ୍‌ବ୍ରାଚ। ଏହି ଅଭିନେତ୍ରୀ ଜଣକ ହେଲେ ରାଗିଣୀ ଦ୍ୱିବେଦୀ। ଏହି ଘଟଣାରେ ରାଗିଣୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

କନ୍ନଡ ସିନେମା ଶିଳ୍ପରେ କଳାକାର ଏବଂ ଗାୟକଙ୍କ ଦ୍ୱାରା ଡ୍ରଗ୍ସ ସେବନ ମାମଲାରେ ଛାନ୍‌ଭିନ୍ ଚଳାଇଛି ବେଙ୍ଗଳୁରୁର କେନ୍ଦ୍ରୀୟ ଅପରାଧ ଶାଖା। ପୂର୍ବରୁ ଏହି ମାମଲାରେ ପୋଲିସ ରବି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏବେ ସେ ୫ ଦିନିଆ ପୋଲିସ ରିମାଣ୍ଡରେ ଅଛି। ଏହା ପୂର୍ବରୁ ମଧ୍ୟ ବେଙ୍ଗାଳୁରୁ ୩ ଜଣଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଯାହାଙ୍କ ନାଁରେ ଗାୟକ ଓ ଫିଲ୍ମ କଳାକାରଙ୍କୁ ମାଦକ ଦ୍ରବ୍ୟ ଯୋଗାଇବା ନେଇ ଅଭିଯୋଗ ଥିଲା।

ଏହା ପରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ପକ୍ଷରୁ ମାମଲାର ଖୋଳତାଡ଼ ଚାଲିଛି। ସେପଟେ ଡ୍ରଗ୍ସ କାରବାରରେ ସଂପୃକ୍ତି ଅଭିନେତ୍ରୀଙ୍କୁ ବିରୋଧରେ କର୍ଣ୍ଣାଟକରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like