ଲଞ୍ଚ ହେଲା ସାମ୍‌ସଙ୍ଗ୍‌ ‘Galaxy Note 9’

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ‘Galaxy Note 9’ ଲଞ୍ଚ୍‌ କରିଛି। ଫୋନ୍‌ଟି ଦେଖିବାକୁ ଯେମିତି ଷ୍ଟାଇଲିଶ୍‌ ହୋଇଛି, ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ରହିଛି। ଏଥରର ହାଇଲାଇଟ୍‌ସ୍‌ରେ ରହିଛି ଏସ୍‌ ପେନ୍‌ ସହ ବ୍ଲୁଟୁଥ୍‌ , ଦମ୍‌ଦାର ବ୍ୟାଟେରୀ ଓ ବଡ଼ ଡିସ୍‌ପ୍ଲେ। ଏଥିରେ 1TB ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ର ସପୋର୍ଟ ଦିଆଯାଇଛି।

ଖାଲି ଏତିକି ନୁହେଁ, ଏହି ଟପ୍‌ ମଡେଲ୍‌ରେ 512GB ବିଲ୍ଟ୍‌-ଇନ୍‌ ଷ୍ଟୋରେଜ୍‌ ଓ ଏହା ମାଇକ୍ରୋ ଏସ୍‌ଡି କାର୍ଡ ମଧ୍ୟ ସପୋର୍ଟ କରିବା ସହ ଆହୁରି ଅନେକ ସୁବିଧା ରହିଛି। Galaxy Note 9, ୪ଟି କଲ୍‌ରରେ ଉପଲବ୍ଧ ହେଉଛି। Ocean Blue, Lavender Purple, Metallic Copper and Midnight Black ରଙ୍ଗରେ ମିଳୁଛି।

ଆମେରିକାରେ ‘Galaxy Note 9’ ର ମୂଲ୍ୟ $999 (ପ୍ରାୟ ୬୮,୭୦୦) ରୁ  ଆରମ୍ଭ ହେଉଥିବାବେଳେ ଏହି ମୂଲ୍ୟରେ 6GB ରାମ୍‌ ସହ 128GB ମେମୋରି ମିଳୁଛି। ସେହିପରି 8GB ରାମ୍‌ ସହ 512GB  ମେମୋରି ଫୋନ୍‌ର ଦାମ୍‌ ୮୫,୯୦୦ ଟଙ୍କା ରହିଛି। ଆମେରିକାରେ ଆଜିଠୁ ଏହି ମୋବାଇଲର ପ୍ରି-ଅର୍ଡର ଆରମ୍ଭ ହୋଇଛି। ଯାହାକି ଅଗଷ୍ଟ ୨୪ରେ ଉପଲ୍ଲବ୍ଧ ହେବ।

ତେବେ ‘Galaxy Note 9’  ଭାରତରେ କେବେ ଲଞ୍ଚ ହେବ ସେନେଇ କୌଣସି ତାରିଖ ଧାର୍ଯ୍ୟ  ହୋଇନଥିବା ବେଳେ ଭାରତରେ ଏହାର ମୂଲ୍ୟ କେତେ ରହିବ ସେ ସମ୍ପର୍କରେ ମଧ୍ୟ କିଛି ଜଣାପଡିନି।

ଆହୁରି ପଢ଼ନ୍ତୁ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

You might also like