କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ମସ୍କୋ: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଋଷ ପକ୍ଷରୁ ଔଷଧ ବାହାର କରାଯାଇଛି। ସାମାନ୍ୟରୁ ମଧ୍ୟମ ଧରଣ ଲକ୍ଷଣ ଥିବା ଆକ୍ରାନ୍ତମାନଙ୍କ ଚିକିତ୍ସା ପାଇଁ ଏହି ଔଷଧକୁ ବ୍ୟବହାର କରି ହେବ। ଏଥିପାଇଁ ପାଇଁ ଋଷ ପକ୍ଷରୁ ଅନୁମତି ଦିଆଯାଇଛି।

ଆସନ୍ତା ସପ୍ତାହ ସୁଦ୍ଧା କରୋନା ଔଷଧ କରୋନାଭିର ବଜାରରେ ଉପଲବ୍ଧ ହୋଇପାରେ ବୋଲି ଋଷ କଂପାନୀ R-Pharm ପକ୍ଷରୁ କୁହାଯାଇଛି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଏହି ଔଷଧକୁ ଜୁଲାଇ ମାସରେ ପ୍ରଥମଥର ପାଇଁ ହସ୍ପିଟାଲରେ ପରୀକ୍ଷା କରାଯାଇଥିଲା। ଏହାପରେ ୧୬୮ଜଣ ଆକ୍ରାନ୍ତଙ୍କ ଠାରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍‌ ଟ୍ରାଏଲ କରାଯାଇଥିଲା।

ପୂର୍ବରୁ ମେ’ ମାସରେ ଋଷ ପକ୍ଷରୁ Avifavir ଔଷଧ ପ୍ରସ୍ତୁତ କରାଯାଇଛି। ଏଥିସହ Sputnik-V  ଭ୍ୟାକ୍‌ସିନ୍‌ ଯୋଗାଣ ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ସହ ଋଷ ପକ୍ଷରୁ ବୁଝାମଣା କରାଯାଇଛି।

ଆହୁରି ପଢ଼ନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ରାଜ୍ୟରେ ୨୪ ଘଣ୍ଟାରେ ୧୧  କରୋନା ରୋଗୀଙ୍କ ମୃତ୍ୟୁ

ଖୋର୍ଦ୍ଧାରେ କମୁଛି କରୋନା ସଂକ୍ରମଣ‌, ଦିନକରେ ଚିହ୍ନଟ ହେଲେ ୨୦୦ରୁ କମ୍ ଆକ୍ରାନ୍ତ

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ସୁସ୍ଥ ହେଲେ ୧୯୦୮ କରୋନା ଆକ୍ରାନ୍ତ

ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

You might also like