କମିଲା ରିଲାଏନ୍ସ ଜିଓ ଫାଇବରର ନେଟ୍‌ ସ୍ପିଡ୍

ନୂଆଦିଲ୍ଲୀ:ରିଲାଏନ୍ସ ଜିଓ ଫାଇବର କନେକ୍ସନରେ ମିଳୁଥିବା ଇଣ୍ଟରନେଟ ସ୍ପିଡ୍‌ ଏବେ କମିଯାଇଛି। ଏ ନେଇ ଜିଓ ୟୁଜର୍ସମାନେ ଟ୍ୱିଟରରେ ଲେଖିଛନ୍ତି, ଜିଓ ଫାଇବର କନେକ୍ସନ ସହ ମିଳିବାକୁ ଥିବା ଅପ୍‌ଲୋଡ ସ୍ପିଡ୍‌ ଅରିଜିନାଲ ସ୍ପିଡ୍‌ ତୁଳନାରେ ୧୦ ପ୍ରତିଶତ କମି ଯାଇଛି। ଅର୍ଥାତ୍‌ 100Mbps ସ୍ପିଡ୍‌ର ପ୍ଲାନ ନେଇଥିବା ୟୁଜର୍ସଙ୍କୁ 10Mbps ସ୍ପିଡ୍‌ର ସେବା ମିଳୁଛି।

ଯଦି କୌଣସି ଇଣ୍ଟରନେଟ୍‌ ପ୍ରୋଭାଇଡର ୟୁଜର୍ସଙ୍କୁ ଇଣ୍ଟରନେଟ କନେକ୍ସନ ଅଫର ଦିଏ ତେବେ ସେ ସମୟରେ ଡାଉନଲୋଡ ଏବଂ ଅପଲୋଡ ସ୍ପିଡ୍‌ ସମାନ ଥାଏ। ଯଦି କୌଣସି ୟୁଜର୍ସ 100Mbps ସ୍ପିଡ୍‌ର ଡାଟା ପ୍ଲାନ ନିଏ ତେବେ ତାକୁ ଡାଉନଲୋଡ ଏବଂ ଅପଲୋଡ ପାଇଁ ସମାନ ସ୍ପିଡ୍‌ ମିଳିବ। ଯଦି ଟ୍ୱିଟର ୟୁଜର୍ସଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ ଜିଓ ଫାଇବରର ଏହି ପରିବର୍ତ୍ତନ ପରେ ଡାଉନ୍‌ଲୋଡ ଏବଂ ଅପଲୋଡ୍‌ ସ୍ପିଡ୍‌ରେ ଫରକ ଦେଖିବାକୁ ମିଳିବ। ଜିଓ ଫାଇବରର 1Gbps ପ୍ଲାନ ସବ୍‌ସ୍କ୍ରାଇବରଙ୍କୁ 100Mbpsର ଅପଲୋଡ ସ୍ପିଡ୍‌ ମିଳିବ।

ଏହା ଦ୍ୱାରା ଯେଉଁ ୟୁଜର୍ସ ଅନ୍‌ଲାଇନରେ ମଲ୍‌ଟିପ୍ଲେୟର ଗେମ ଖେଳନ୍ତି ସେମାନଙ୍କୁ ନିରାଶ ହେବାକୁ ପଡ଼ିବ। କାରଣ ସେମାନେ ଅପଲୋଡ ସ୍ପିଡ୍‌ କମ୍‌ ପାଇବେ। ସେହିପରି ଇଣ୍ଟରେନଟ୍ ସହାୟତାରେ କଣ୍ଟେଣ୍ଟ ଅପ୍‌ଲୋଡ କରିବାକୁ ଚାହୁଁଥିବା ୟୁଜର୍ସଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

ଚାଇନାକୁ ଦୃଢ଼ ଜବାବ ଦେଇଛି ଭାରତ

କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ଦେଶରେ କରୋନା ରେକର୍ଡ; ୨୪ ଘଣ୍ଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

You might also like