ଚାନ୍ଦ ଦେଖିବା ପରେ ପାଳିଲେ ରମ୍‌ଜାନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ରମଜାନ ମାସ। ଇସଲାମ ଧର୍ମାବଲମ୍ବୀଙ୍କ ଲାଗି ଏହା ଏକ ପବିତ୍ର ମାସ ହୋଇଥିବାରୁ ଲକଡାଉନ ସତ୍ତ୍ୱେ ବି ପର୍ବ ପାଳନ ପାଇଁ ଉତ୍ସାହ ଦେଖାଦେଇଛି। ତେବେ କିଣାବିକା ପାଇଁ ଲକଡାଉନ ନିୟମର ଖୁଲମଖୁଲା ଖିଲାପ କରାଯାଇଥିବା ଦେଖାଦେଇଛି।

ଦିଲ୍ଲୀ ଶାସ୍ତ୍ରୀ ନଗର ସ୍ଥିତ କାଦ୍ରି ମସଜିଦ୍ ଗଳିରେ ଥିବା ମାର୍କେଟ ଆଜି ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ମାର୍କେଟରେ ଅଧିକାଂଶ ଦୋକାନ ଖୋଲିନଥିଲେ ବି ସାମାଜିକ ଦୂରତାକୁ ଅଣଦେଖା କରି ବହୁ ସ୍ଥାନୀୟ ଲୋକେ ଯିବା ଆସିବା ଓ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ସେପଟେ ଲକଡାଉନ ନିୟମକୁ ସମ୍ପୂର୍ଣ୍ଣ ଭାବେ ମାନି ରମଜାନ ପାଳିବା ପାଇଁ ନିବେଦନ କରିଛନ୍ତି।

ଦିଲ୍ଲୀ ଜାମା ମସଜିଦର ଶାହି ଇମା ପଡୋଶୀଙ୍କୁ ଘରକୁ ଡାକିବାକୁ ବାରଣ କରିଥିବାବେଳେ ଗୋଟିଏ ରୁମରେ ୩ରୁ ଅଧିକା ବ୍ୟକ୍ତି ନମାଜ ପାଠ ନକରିବାକୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like