ସିବିଆଇରେ ହାଜର ହେଲେ କୋଲକତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାର

କୋଲକାତା: ସିବିଆଇରେ ହାଜର ହେଲେ କୋଲକତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର। ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି ମାମଲାରେ ରାଜୀବ କୁମାର ଆଜି ସିବିଆଇରେ ହାଜର ହୋଇଥିଲେ। କୋଟି କୋଟି ଟଙ୍କାର ଏହି ସ୍କାମ୍‌ରେ ତାଙ୍କର କି ଭୂମିକା ରହିଛି, ସେନେଇ ତାଙ୍କୁ ପଚରାଉଚରା ପାଇଁ ପୂର୍ବରୁ ନୋଟିସ୍ ହୋଇଥିଲା। ପୂର୍ବରୁ ଶାରଦା ଚିଟଫଣ୍ଡ ମାମଲାରେ ମଧ୍ୟ ରାଜୀବ କୁମାରଙ୍କୁ ମଧ୍ୟ ଜେରା କରାଯାଇଥିଲା।

ଗତ ମେ ୨୩ରେ କୋଲକତା ହାଇକୋର୍ଟ ରାଜୀବ କୁମାରଙ୍କୁ ତାଙ୍କ ପାସ୍ପୋର୍ଟ ସିବିଆଇରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲୋ ଗତ ଫେବ୍ରୁଆରୀ ୩ ତାରିଖରେ ଯେତେବେଳେ ସିବିଆଇ ରାଜୀବ କୁମାରଙ୍କ ଘରକୁ ଯାଇ ରେଡ୍ କରିଥିଲା। ସେତେବେଳେ ସିବିଆଇ ଟିମ୍‌କୁ ଅଟକ ରଖିଥିଲା ପଶ୍ଚିମବଙ୍ଗ ପୋଲିସ, ଏବଂ ପରେ ଛାଡ଼ିଦେଇଥିଲା

ଆହୁରି ପଢ଼ନ୍ତୁ

୨୦୧୯ରେ ୨୦୫୦ ଥର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କଲାଣି ପାକିସ୍ତାନ; ଗଲାଣି ୨୧ ଜୀବନ

ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଭାରତ ସରକାର; ଶରଦ ପାୱାର୍

ଆନ୍ଧ୍ର ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା; ଆହୁରି ବଢ଼ିପାରେ

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ: ଇମ୍ରାନ ଖାନ୍

ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ପୂଜା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଭେଟି

ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭାରତରେ ହେବ ଶପିଂ ଫେଷ୍ଟିଭାଲ

You might also like