IGI ଏୟାରପୋର୍ଟ ବିଶ୍ୱର ଶ୍ରେଷ୍ଠ ୧୦ ବିମାନବନ୍ଦର ମଧ୍ୟରୁ ଗୋଟିଏ

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ୧୦ ବିମାନବନ୍ଦର ମଧ୍ୟରେ ସ୍ଥାନ ପାଇଛି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ। ବିଶ୍ୱର ବିଭିନ୍ନ ଏୟାରପୋର୍ଟରେ ରହିଥିବା ସୁବିଧା ସୁଯୋଗ ଆଧାର ଏୟାର ହେଲପ୍‌ ନାମକ ଏକ ସର୍ଭେ ସଂସ୍ଥା ଏଭଳି ରିପୋର୍ଟ ଦେଇଛି।

ସର୍ଭେ ରିପୋର୍ଟ ଅନୁଯାୟୀ, କତାରର ଦୋହା ଠାରେ ଥିବା ହମାଦ ଅନ୍ତର୍ଜାତୀୟ ଏୟାର ପୋର୍ଟ ବିଶ୍ୱର ସର୍ବଶ୍ରେଷ୍ଠ ବିମାନବନ୍ଦର। ସଂସ୍ଥା ପକ୍ଷରୁ ଏହି ବିମାନବନ୍ଦରକୁ ୧୦ରୁ ୮.୩୯ ମାର୍କ ଦିଆଯାଇଛି। ଦ୍ୱିତୀୟ ସ୍ଥାନରେ ଜାପାନର ଟୋକିଓ ଅନ୍ତର୍ଜାତୀୟ ବିମାନବନ୍ଦର ରହିଥିବା ବେଳେ ତୃତୀୟ ସ୍ଥାନରେ ଗ୍ରୀସ୍‌ର ଏଥେନ୍ସ ଅନ୍ତର୍ଜାତୀୟ ଏୟାରପୋର୍ଟ ରହିଛି।

ହାଇଦ୍ରାବାଦ୍‌ ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ ୮.୨୭ ମାର୍କ ସହ ତାଲିକାର ୮ମ ସ୍ଥାନରେ ରହିଛି। ସିଙ୍ଗାପୁରର ଚାଙ୍ଗି ଏୟାରପୋର୍ଟ ୭ମ ସ୍ଥାନରେ ଥିବା ବେଳେ ସ୍ପେନ୍‌ର ଟେନେରାଇଫେ ନର୍ଥ ଏୟାର ପୋର୍ଟ ୯ମ ସ୍ଥାନରେ ରହିଛି।

୪ର୍ଥ ସ୍ଥାନରେ ବ୍ରାଜିଲର ଅଫୋନୋସ ପେନା ଅନ୍ତର୍ଜାତୀୟ ଏୟାରପୋର୍ଟ ରହିଥିବା ବେଳେ ୫ମରେ ପୋଲାଣ୍ଡର ଜିଡାନସ୍କା ଲେଚ ୱାଲେସା ଏୟାରପୋର୍ଟ, ୬ଷ୍ଠରେ ରୁଷର ଶେରେମେଟୟେଭୋ ଅନ୍ତର୍ଜାତୀୟ ଏୟାରପୋର୍ଟ ଓ ୧୦ମ ସ୍ଥାନରେ ବ୍ରାଜିଲର ଭିରାକୋପୋସ ଅନ୍ତର୍ଜାତୀୟ ଏୟାରପୋର୍ଟ ରହିଛି।

ଆହୁରି ପଢ଼ନ୍ତୁ

‘ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା’

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

You might also like