ରେଲ୍‌ୱେ ଆରମ୍ଭ କଲା କଣ୍ଟାକ୍ଟ ଲେସ୍‌ ଟିକେଟିଂ ବ୍ୟବସ୍ଥା

ନୂଆଦିଲ୍ଲୀ: ରେଲ୍‌ୱେ ଆରମ୍ଭ କଲା କଣ୍ଟାକ୍ଟ ଲେସ୍‌ ଟିକେଟିଂ ବ୍ୟବସ୍ଥା। ଏଣିକି ସିଧା QR କୋଡ୍ ସ୍କାନ୍ କରି ଯାତ୍ରୀ ଟ୍ରେନ୍‌ରେ ଚଢ଼ିପାରିବେ। ଚେକିଂ କାଉଣ୍ଟର ଦେଇ ପ୍ରବେଶ କରିବା ସମୟରେ ଏହି କୋଡ୍‌କୁ ସ୍କାନ୍ କରିବାକୁ ପଡ଼ିବ। ଏହାଦ୍ୱାରା ରେଲ୍‌ୱେ ଡାଟାବେଶ୍‌ରେ ଥିବା ସୂଚନା ଆପେ ଆପେ ଡିସ୍‌ପ୍ଲେ ସ୍କିନ୍‌କୁ ଆସିଯିବ। ଟିଟି ହାତରେ ଧରିଥିବା ମେସିନ୍‌ରେ ମଧ୍ୟ ଏହି ତଥ୍ୟ ଆସିଯିବ। ଯାତ୍ରୀଙ୍କ ବର୍ଥ ଓ ଅନ୍ୟାନ୍ୟ ସୂଚନା ଏଥିରେ ଉପଲବ୍ଧ ହେବ।

ପ୍ରଥମେ ପରୀକ୍ଷାମୂଳକ ଭାବେ ପ୍ରୟାଗରାଜ ଷ୍ଟେସନ୍‌ରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଅନ୍‌ଲାଇନ୍‌ ଟିକେଟ୍‌ରେ ଏହି QR କୋଡ୍‌ ରହିବ। ଯେଉଁମାନେ କାଉଣ୍ଟରରେ ଟିକେଟ୍‌ କିଣିବେ, ସେମାନଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ଯିବ। ଏହି ମେସେଜ୍‌ରେ ଥିବା ଲିଙ୍କ ଖୋଲିଲେ ଆପଣଙ୍କୁ QR କୋଡ୍ ମିଳିଯିବ। ଅନ୍‌ଲାଇନ୍‌ ଟିକେଟ୍ ବ୍ୟବସ୍ଥାକୁ ଅଧିକ ଉପଯୋଗୀ କରିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର କରାଯିବ। ଏହାଦ୍ୱାରା ଯାତ୍ରୀ ଆହୁରି ଅଧିକ ସୁବିଧା ପାଇପାରିବେ

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like