ରେଲୱେର ବଡ଼ ଅଫର: ମାତ୍ର ୧୫ଟଙ୍କାରେ ଯୋଗାଇବ ମିଲ୍ସ

ନୂଆଦିଲ୍ଲୀ: ସାରାଦେଶ ଏବେ କରୋନା ବିରୋଧରେ ଲଢେଇ କରୁଛନ୍ତି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ସମସ୍ତେ ଏହି ଲଢେଇରେ ସାମିଲ ହୋଇଛନ୍ତି। ଏସବୁ ଭିତରେ ଭାରତୀୟ ରେଳ ବିଭାଗ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି।

ଦେଶରେ ଥିବା ରେଲୱେ କିଚେନ ଗୁଡିକରୁ ପ୍ରତ୍ୟେକ ଦିନ ୨.୬ ଲକ୍ଷ ମିଲ୍ସ ସପ୍ଲାଏ କରିବା ପାଇଁ ରେଳ ମନ୍ତ୍ରାଳୟ ଅଫର ପ୍ରଦାନ କରିଛି। ପ୍ରତି ମିଲ୍ସ ଦାମ ମାତ୍ର ୧୫ ଟଙ୍କା ରହିଛି। ଏହି ରନ୍ଧା ଖାଦ୍ୟକୁ ଜିଲ୍ଲା ପ୍ରଶାସନ ଲୋକଙ୍କୁ ବଣ୍ଟନ କରିପାରିବେ।

ସୂଚନା ଅନୁସାରେ, ଏନେଇ ସମସ୍ତ ରାଜ୍ୟ ଓ ରେଲୱେର ଜୋନ ଅନୁଯାୟୀ କିଚେନ ଇନ-ଚାର୍ଜସଙ୍କୁ ଜଣାଇ ଦିଆଯାଇଛି।

ତେବେ ରାଜ୍ୟ ସରକାର ପରେ ପେମେଣ୍ଟ କରିପାରିବେ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

୫୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କାର୍ ଚକାରୁ ମିଳିଲା ବିରାଟକାୟ ଅଜଗର

ଆମେରିକାକୁ ଧମକ ଦେଇ ଚୀନ କହିଲା-ଉଡାଇ ଦେବୁ

ଇତିିହାସରେ ପ୍ରଥମ: ଭାରତୀୟ ନୌସେନାରେ ନିଯୁକ୍ତି ପାଇଲେ ଦୁଇ ମହିଳା ଅଫିସର

You might also like