ଆରମ୍ଭରୁ ସମସ୍ୟା, ୨ ଘଣ୍ଟା ବିଳମ୍ବରେ ହେବ ଟ୍ରେନ ଟିକେଟ୍‌ ବୁକିଂ

ନୂଆଦିଲ୍ଲୀ: ଲକଡାଉନରେ ସରକାର ଲୋକଙ୍କ ସୁବିଧା ପାଇଁ ସୀମିତ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି। ମେ’ ୧୨ରୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।  ଆଇଆରସିଟିସି ୱେବସାଇଟ୍‌ରେ ଆଜି ଅପରାହ୍ନ ୪ଟାରେ ଟ୍ରେନ ଟିକେଟ ବୁକିଂ ଅନ୍‌ଲାଇନରେ ହେବ ବୋଲି କୁହାଯାଇଥିଲା ।

ହେଲେ କେତେକ ସମସ୍ୟା ଯୋଗୁ ୪ଟାରୁ ବୁକିଂ ହୋଇ ପାରୁନାହିଁ। ଏହାକୁ ଆହୁରି ୨ ଘଣ୍ଟା ବଢାଇ ଦିଆଯାଇଛି। ଅର୍ଥାତ୍‌ ସନ୍ଧ୍ୟା ୬ଟାରୁ ବୁକିଂ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ନେଟୱାର୍କ ଜାମ୍‌ ଯୋଗୁ ୪ଟାରେ ବୁକିଂ ହୋଇ ପାରି ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମେ ଆଇଆରସିଟିସି ତାର ୱେବସାଇଟ୍‌ରେ ଏକ ସୂଚନା ଦେଇ ହେଭି ଟ୍ରାଫିକ ଯୋଗୁ ବୁକିଂ ରଦ୍ଦ କରିଦିଆଗଲା ବୋଲି କହିଥିଲା। ଏହାର କିଛି ମିନିଟ ପରେ ରେଳ ମନ୍ତ୍ରାଳୟ ଟ୍ୱିଟ କରି କହିଥିଲା, ୱେବସାଇଟ୍‌ରେ ଡାଟା ଫିଡ୍ କରାଯାଉଛି। କାମ ସରିବା ପରେ ବୁକିଂ ଆରମ୍ଭ ହେବ।

 

ଆହୁରି ପଢ଼ନ୍ତୁ

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

୫୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କାର୍ ଚକାରୁ ମିଳିଲା ବିରାଟକାୟ ଅଜଗର

ଆମେରିକାକୁ ଧମକ ଦେଇ ଚୀନ କହିଲା-ଉଡାଇ ଦେବୁ

ଇତିିହାସରେ ପ୍ରଥମ: ଭାରତୀୟ ନୌସେନାରେ ନିଯୁକ୍ତି ପାଇଲେ ଦୁଇ ମହିଳା ଅଫିସର

You might also like