୩ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ମିଳିଲା ସମ୍ମାନଜନକ ପୁଲିତଜର ପୁରସ୍କାର

ନୂଆଦିଲ୍ଲୀ: ଏଥର ୩ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ମିଳିଛି ସମ୍ମାନୀୟ ପୁଲିତଜର ପୁରସ୍କାର। ଧାରା ୩୭୦ ହଟିବା ପରେ ଜାମ୍ମୁକାଶ୍ମୀର ଉପତ୍ୟାକା ଅଞ୍ଚଳର ଅସ୍ଥିର ଜୀବନର ଚିତ୍ର ତୋଳି ଏମାନେ ଜିତିଛନ୍ତି ଏହି ସମ୍ମାନଜନକ ପୁରସ୍କାର।

ଏମାନେ ହେଲେ ଆସୋସିଏଟେଡ୍‌ ପ୍ରେସ୍‌ର ଫଠୋ ସାମ୍ବାଦିକ- ଚନ୍ନି ଆନନ୍ଦ, ମୁଖତାର ଖାନ ଏବଂ ଦର୍‌ ୟାସିନ। ଏମାନେ ସମସ୍ତେ ଜାମ୍ମୁ-କାଶ୍ମୀର ଅଞ୍ଚଳର।  ଫିଚର ଫଟୋଗ୍ରାଫି କ୍ୟାଟେଗୋରୀରେ ଏହି ତିନି ସାମ୍ବାଦିକଙ୍କୁ ପୁଲିତଜର ଆୱାର୍ଡ ମିଳିଛି।

ଏହି ଆୱାର୍ଡ ପାଇଥିବା ଜାଣିବା ପରେ ଆତ୍ମ ବିଭୋର ହୋଇପଡ଼ିଛନ୍ତି ମୁଖତାର ଖାନ। ସେ କହିଛନ୍ତି “ମୁଁ ଏଭଳି ସମ୍ମାନ ପାଇବି ବୋଲି ମୋ ଜୀବନରେ କେବେଭି କଳ୍ପନା କରି ନ ଥିଲି। ମୋ ପରିବାର ବିନା ଏହା ସମ୍ଭବ ହୋଇପାରି ନଥାନ୍ତା(ପ୍ରେସ୍‌ ଓ ପରିବାର)। ” ଦର୍‌ ୟାସିନ ମଧ୍ୟ ଆୱାର୍ଡ ପାଇବା ରେ ଖୁସି ବ୍ୟକ୍ତି କରି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏହାପରେ ତିନି ଜଣଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାରେ ସୁଅ। ଜାମ୍ମୁକାଶ୍ମୀର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ, ଉମାର ଅବ୍‌ଦୁଲ୍ଲା ଓ ମେହେବୁବା ମୁଫ୍‌ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଫଟୋ ସାମ୍ବାଦିକମାନଙ୍କୁ ବଧେଇ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like