ଏବେ PUBG ନୁହେଁ, ଭାରତରେ ଚାଲିବ FAU-G ଗେମ୍‌ ଆପ୍

ନୂଆଦିଲ୍ଲୀ: ଏବେ PUBG ନୁହେଁ, ଭାରତରେ ଚାଲିବ FAU-G ଗେମ୍‌ ଆପ୍। ଚୀନ ଗେମ୍ ପବି-ଜି ବ୍ୟାନ୍ ହେବା ପରେ ଲଞ୍ଚ ହେବାକୁ ଯାଉଛି Fearless and United Guards- FAU-G ଆପ୍। ଯାହାକୁ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳିରେ ନିର୍ମାଣ ହୋଇଥିବା ଏହି ଗେମ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମ ନିର୍ଭର ଅଭିଯାନ ଅନୁସାରେ ଏହାକୁ ନିର୍ମାଣ କରାଯାଇଛି। ସବୁଠୁ ବଡ଼ କଥା ହେଉଛି, ଏଥିରୁ ମିଳିବାକୁ ଥିବା ଲାଭର ୨୦ ପ୍ରତିଶତ ସହିଦଙ୍କ ପରିବାରକୁ ପ୍ରଦାନ କରାଯିବ। ‘ଭାରତ କେ ବୀର ଟ୍ରଷ୍ଟ’କୁ ଏହି ଟଙ୍କା ଦିଆଯିବ ବୋଲି ଅକ୍ଷୟ ଘୋଷଣା କରିଛନ୍ତି।

FAU-Gରେ ପବଜି ଭଳି ମିଳିବ ସମସ୍ତ ପ୍ରକାର ଗେମିଂ ସୁବିଧା। ଫିଚର୍ସ ପବ୍‌ଜିଠୁ କିଛି ଅଧିକା ଉନ୍ନତ ଓ ଅତ୍ୟାଧୁନିକ ରହିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like