କଂଗ୍ରେସ ରାଲିରେ ମୋଦି ସ୍ଲୋଗାନ୍

ଭୋପାଳ : କଂଗ୍ରେସ ରାଲିରେ ମୋଦି ସ୍ଲୋଗାନ୍। ଏପରି କିଛି ଘଟଣା ଏବେ ଭୋପାଳ ରାଜନୀତିକୁ ଅଧିକ ଉଷ୍ମ କରିଛି। ଆଜି ଭୋପାଳରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦିଗ୍‌ବିଜୟ ସିଂ ରାଲିର ଆୟୋଜନ କରିଥିଲେ। ହେଲେ ଏହି ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କିଛି ବ୍ୟକ୍ତି ମୋଦି ସ୍ଲୋଗାନ୍ ଦେଇଥିଲେ।

ଏପରିକି ଲମ୍ବା ସମୟ ଧରି ଏପରି ପରିସ୍ଥିତି ଲାଗି ରହିଥିଲା। ପୁଲିସ ଏବଂ ସୁରକ୍ଷାବଳଙ୍କ ଉପସ୍ଥିତିରେ ଏପରି ଘଟଣା ଏବେ ଖୁବ୍‌ ଚର୍ଚ୍ଚାକୁ ଆସିଛି। ତେବେ ଏହି ଘଟଣା ପରେ ଅଭିଯୁକ୍ତଙ୍କ ବିରୋଧରେ ସ୍ଥାନୀୟ ପୁଲିସ ମାମଲା ରୁଜୁ କରିଛି। ଭୋପାଳରୁ ଦିଗ୍‌ବିଜୟଙ୍କ ବିରୋଧରେ ବିଜେପିରୁ ପ୍ରଜ୍ଞା ଠାକୁର ନିର୍ବାଚନ ଲଢ଼ୁଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

You might also like