ଆରପାରିରେ ଦୂରଦର୍ଶନର ଲୋକପ୍ରିୟ ଆଙ୍କର୍ ନୀଲମ ଶର୍ମା 

ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ଖବର ଉପସ୍ଥାପକ(ନ୍ୟୁଜ୍‌ ଆଙ୍କର) ନୀଲମ୍ ଶର୍ମାଙ୍କ ପରଲୋକ ହୋଇଯାଇଛି। ଦୂରଦର୍ଶନର ଅଫିସିଆଲ୍‌ ଟ୍ୱିଟର୍‌ ହ୍ୟାଣ୍ଡଲ୍‌ରେ ଏହି ସୂଚନା ଦିଆଯାଇଛି। ଖବର ଅନୁସାରେ ସେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ। ୧୯୯୫ ମସିହାରେ ଦୂରଦର୍ଶନରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ଦିନ ଧରି ଦୂରଦର୍ଶନରେ କାମ କରୁଥିବା ନୀଲମଙ୍କୁ ୨୦୧୮ରେ ‘ନାରୀ ଶକ୍ତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଥିଲେ।

ଦୂରଦର୍ଶନରେ ଦୀର୍ଘ ୨୦ ବର୍ଷର କ୍ୟାରିୟର ଭିତରେ ସେ ବଡି ଚର୍ଚ୍ଚା, ତେଜସ୍ଵିନୀ ଭଳି ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି। ଏଥିସହିତ ସେ ଅନେକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ତିଆରି କରିଥିଲେ।

ଆହୁରି ପଢ଼ନ୍ତୁ

CAA ବିରୋଧୀ ହିଂସା: ପୋଲିସ କର୍ମୀ ମୃତ

‘ନମସ୍ତେ’ରୁ ଆରମ୍ଭ, ‘ଓ୍ୱି ଲଭ୍ ଇଣ୍ଡିଆ’ରେ ଅଭିଭାଷଣ ଶେଷ କଲେ ଟ୍ରମ୍ପ

ସୁନା କିଣିବା ପାଇଁ ଯୋଜନା କରୁଛନ୍ତି କି ? ଲାଗିପାରେ ଏମିତି ଝଟ୍‌କା

ସାବରମତୀ ଆଶ୍ରମରେ ଚରଖା ଚଲେଇଲେ ଟ୍ରମ୍ପ

ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କଲେ, ପାଛୋଟି ନେଲେ ମୋଦି

ଭାରତରେ ପହଞ୍ଚିଲେ ଟ୍ରମ୍ପ, ବିମାନବନ୍ଦରରେ ବିପୁଳ ସ୍ୱାଗତ

ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଆତଙ୍କ

କାଲି ଆସୁଛନ୍ତି ଟ୍ରମ୍ପ; ଏମିତି ହୋଇଛି ପ୍ରସ୍ତୁତି

ସୋନଭଦ୍ରରେ ସୁନା ନାହିଁ; ଖବର ମିଛ ବୋଲି କହିଲା ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

କଂଗ୍ରେସ ପାଇଁ ସକ୍ରିୟ ଏବଂ ପୂର୍ଣ୍ଣକାଳୀନ ନେତୃତ୍ୱ ଦରକାର: ଶଶି ଥରୁର

ବଢ଼ିପାରେ ତମାଖୁ ସେବନର ବୟସ ସୀମା

ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ପଥର ମାଡ଼

You might also like