ଭାରତ ରତ୍ନ ପ୍ରଦାନକୁ ନେଇ ରାଜନୀତି

ନୂଆଦିଲ୍ଲୀ  : ଭାରତରତ୍ନ ସମ୍ମାନକୁ ନେଇ ବିବାଦ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଶିକ୍ଷାବିତ୍ ନାନାଜୀ ଦେଶମୁଖ୍ ଓ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ଭାରତରତ୍ନ ସମ୍ମାନ ଲାଗି ମନୋନୀତ କରିଛନ୍ତି କେନ୍ଦ୍ର ସରକାର।

ପ୍ରଣବ ମୁଖାର୍ଜୀଙ୍କୁ ଭାରତରତ୍ନ ଦିଆଯିବାକୁ କଂଗ୍ରେସ ସ୍ୱାଗତ କରିଥିଲେ ମଧ୍ୟ ଅନ୍ୟତମ ଶିକ୍ଷାବିତ୍ ତଥା କର୍ଣ୍ଣାଟକର ସିଦ୍ଧଗଙ୍ଗା ମଠର ପୂର୍ବତନ ମୁଖ୍ୟ ଶିବକୁମାର ସ୍ୱାମୀଙ୍କୁ ଏହି ସମ୍ମାନ ନମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଛି।

 

You might also like