ସୁପ୍ରିମକୋର୍ଟରେ ପୋଲାଭରମ ବିବାଦ ମାମଲା

ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ :  ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ରେ ହେବ ଜନଶୁଣାଣି। ପୋଲାଭରମ ବିବାଦ ମାମଲାରେ  ଶୁଣାଣି କରି ଅାଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ ଜନଶୁଣାଣି ପାଇଁ  ଶନିବାର ସୁଦ୍ଧା ଟର୍ମସ୍ ଅାଣ୍ଡ କଣ୍ଡିସନ୍ସ ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ଅାସନ୍ତା ସୋମବାର ହେବ। ପୋଲାଭରମ ପ୍ରକଳ୍ପ କାମ ବନ୍ଦ ପାଇଁ ସୁପ୍ରିମ୍‌କୋର୍ଟରେ ଅାବେଦନ ହୋଇଛି।

You might also like