ସ୍ୱାଧୀନତା ଦିବସ ଉଦ୍‌ବୋଧନ ପାଇଁ ଲୋକଙ୍କ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ସବୁ ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ, ସେ ବିଷୟରେ ଆଜି ସେ ଲୋକଙ୍କ ମତାମତ ଲୋଡ଼ିଛନ୍ତି।

ଗତ ୪ ବର୍ଷ ହେଲା ପ୍ରତି ସ୍ୱାଧୀନତା ଦିବସ ପାଇଁ ମୋଦି ଏଭଳି ମତାମତ ଆହ୍ୱାନ କରି ଆସୁଛନ୍ତି। ସ୍ୱାଧୀନତା ଦିବସରେ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ।

ଆଜି ମୋଦି ଟ୍ୱିଟ କରି କହିଛନ୍ତି, “ଅଗଷ୍ଟ ୧୫ ଦିନ ମୋ ଉଦ୍‌ବୋଧନ ପାଇଁ ମୁଁ ସମସ୍ତଙ୍କ ମତାମତ ଲୋଡ଼ୁଛି। ରେଡଫୋର୍ଟରୁ ଆପଣଙ୍କ ମତାମତ ମୋ ମାଧ୍ୟମରେ ୧୩୦ କୋଟି ଲୋକ ଶୁଣିବେ। ନମୋ ଆପ ଜରିଆରେ ସମସ୍ତେ ନିଜର ମତାମତ ଦେଇପାରିବେ।”

ମୋଦି ସରକାର ଦ୍ୱିତୀୟଥର କ୍ଷମତାକୁ ଫେରିବା ପରେ ପ୍ରଥମଥର ପାଇଁ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ।

ଆହୁରି ପଢ଼ନ୍ତୁ

ସିନିୟରଙ୍କ ରାଗିଂ; ୧୫୦ରୁ ଅଧିକ ଜୁନିଅର ଛାତ୍ର ଲଣ୍ଡା ହୋଇ କଲେଜ ପରିକ୍ରମା କଲେ

ପ୍ରିୟଙ୍କା ଚୋପ୍ରାଙ୍କୁ ହଟାଇବାକୁ ପାକିସ୍ତାନର ପ୍ରୟାସ

ପୁଣି ଥରେ ଲୋକହସା ହେଲା ପାକିସ୍ତାନ; ଏଥର ଫ୍ରାନ୍ସ ଫେରାଇଦେଲା

ସ୍ପେନରେ ଟେନିସ କ୍ଲବ ଓ ବ୍ରିଟେନରେ ଏକ ବଙ୍ଗଳା କିଣିଥିଲେ ଚିଦାମ୍ବରମ୍

ପିଲାଦିନ ଫଟୋ ଶେୟାର କରି ତାପସୀ ଶୁଣିଲେ ଏମିତି କମେଣ୍ଟ

ଅଭିନନ୍ଦନଙ୍କୁ ଗିରଫ କରି ନିର୍ଯାତନା ଦେଇଥିବା ପାକ୍‌ ସୁବେଦାର ନିହତ

ରାସ୍ତା ମଝିରେ ଡ୍ରାଇଭର ଓ ସହାୟକଙ୍କୁ ଗାଡ଼ିରୁ ଓହ୍ଲାଇ ପଳାଇଗଲେ ଚିଦାମ୍ବରମ

ଏମିତି ବଦଳି ଯାଏ ସମୟ: ସେଦିନ ଅମିତ ଶାହ ଗିରଫ ବେଳେ ଗୃହମନ୍ତ୍ରୀ ଥିଲେ ଚିଦାମ୍ବରମ ଆଉ ଆଜି…

ଆପଲ୍‌ କମ୍ପାନୀ ସିଇଓଙ୍କ ଟ୍ୱିଟରରେ ଭାରତୀୟ ଫଟୋଗ୍ରାଫରଙ୍କ ଫଟୋ, ଦେଲା କିଛି ନୂଆ କାହାଣୀ…

କାଶ୍ମୀର ପ୍ରସଙ୍ଗ ଧରି ପାକିସ୍ତାନ ଯୁଆଡେ ଗଲେ ବି ଆମେ ଉଚିତ ଜବାବ ଦେବୁ-ଆକବରୁଦ୍ଦିନ

ବାରମୁଲାରେ ଗୁଳି ବିନିମୟ: ଯବାନ ସହିଦ

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ସହ କଥା ହେଲେ ମୋଦି

You might also like