ବିଶ୍ୱର ଶ୍ରେଷ୍ଠ ଚର୍ଚ୍ଚିତ ବ୍ୟକ୍ତିତ୍ୱ ନରେନ୍ଦ୍ର ମୋଦି, ପଛରେ ପଡ଼ିଲେ ଅମିତାଭ ଓ ଶାହରୁଖ
ନୂଆଦିଲ୍ଲୀ:ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ, ଶାହରୁଖ ଏବଂ ସଲମାନ ଖାନ୍ଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଛନ୍ତି ଦୁନିଆର ସବୁଠୁ ଅଧିକ ଚର୍ଚ୍ଚିତ ଭାରତୀୟ । ବ୍ରିଟେନ ସ୍ଥିତ ୟୁଗଭ(YouGov) ଇଣ୍ଟରନେଟରେ ସର୍ବେକ୍ଷଣ କରି ଅନଲାଇନ ଭୋଟିଂ ମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ କରିଛି। ବିଶ୍ୱର ଚର୍ଚ୍ଚତ ବ୍ୟକ୍ତିତ୍ୱକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ବିଶ୍ଵ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ନମ୍ୱର ସ୍ଥାନରେ ରହିଛନ୍ତି।ରାଜନେତା ଭାବରେ ମୋଦି ହିଁ ଭାରତରୁ ସ୍ଥାନ ପାଇଛନ୍ତି।