୭ମ ଦିନରେ ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଶନିବାର ଦିନ ସପ୍ତମ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ମୂଲ୍ୟ ସଂଶୋଧନ ପରେ ପେଟ୍ରୋଲ ୫୯ରୁ ୬୧ ପଇସା ବଢିଥିବାବେଳେ ହୋଇଥିବାବେଳେ ଦେଶର ପ୍ରମୁଖ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ୫୦ରୁ ୬୦ ବୃଦ୍ଧି ପାଇଛି।

ଗତ ୬ ଦିନ ମଧ୍ୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ୯୦ ପଇସା ଏବଂ ଡିଜେଲର ମୂଲ୍ୟ ପ୍ରାୟ ୪ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଆଜି ୭୫ ଟଙ୍କା ଅତିକ୍ରମ କରିଛି।  ଶୁକ୍ରବାର ପେଟ୍ରୋଲ ଲିଟର ପିଛା  ୭୪.୫୭ ଥିବାବେଳେ ଆଜି  ୭୫ଟଙ୍କା ୧୬ ପଇସାକୁ ବୃଦ୍ଧି ପାଇଛି। ସେହିପରି ଗତକାଲି ଡିଜେଲ ୭୩.୩୯  ଟଙ୍କା ରେ ଲିଟର ତୁଳନାରେ ୭୨.୮୨ ଟଙ୍କା ଥିଲା

ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟର ତଥ୍ୟ ଅନୁଯାୟୀ, ମୁମ୍ବାଇରେ ପେଟ୍ରୋଲ ଲିଟର ୮୩.୧୦ଟଙ୍କା  ଥିବାବେଳେ ଡିଜଲ ଦର ୭୨୦୩ ଟଙ୍କା ରହିଛି। ସେହିପରି କୋଲକାତାରେ ପେଟ୍ରୋଲ ଦର ୭୭.୦୬ ଥିବାବେଳେ ଡିଜେଲ ଦର ୬୯.୨୩ ଟଙ୍କା ରହିଛି।  

 

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like