କୁକୁର ସାଜିଛି ଜିମ୍‌ ଟ୍ରେନର୍‌

ନୂଆଦିଲ୍ଲୀ: ଆଜିକାଲିର ବିଳାସମୟ ଜୀବନରେ ମଣିଷ, ମଣିଷ ଅପେକ୍ଷା କୁକୁରକୁ ଅଧିକ ଭଲପାଉଛି। ସେହିଭଳି କୁକୁର, ମାଲିକର ଏତେ ବିଶ୍ୱସ୍ତ ହେଇଯାଉଛି ଯେ ସେ ତା ଉପରେ ବିଭିନ୍ନ କ୍ଷେତ୍ରରେ ନିର୍ଭର କରୁଛି। କେତେବେଳେ କୁକୁର ମାଲିକ ପାଇଁ ଖାଇବା ଆଣି ଦେଉଛି ତ ଆଉ କେତେବେଳେ ମାଲିକ ସହ ପାଣିରେ ପହଁରୁଛି। ଆପଣ କୁକୁର ଏବଂ ମାଲିକକୁ ନେଇ ଏମିତି ଅନେକ ଭିଡିଓ ଦେଖିଥିବେ। ହେଲେ କେବେ ଦେଖିଛନ୍ତି କୁକୁର, ମାଲିକର ଜିମ୍‌ ଟ୍ରେନର୍‌ ହୋଇ ମାଲିକକୁ ଟ୍ରେନିଂ ଦେବା। ନୁହେଁ ନା? ତେବେ ଦେଖନ୍ତୁ ଏହି ଭିଡିଓ…

ଏହି ଭିଡିଓଟିକୁ Simon BRFC Hopkins ନାମକ ଏକ ଆକାଉଣ୍ଟରୁ ଟ୍ୱିଟରରେ ସେୟାର କରାଯାଇଛି। ଏହି ୧୩ ସେକେଣ୍ଡର ଭିଡିଓରେ ଯୁବକ ଜଣକ ଘରେ ବାୟାମ କରୁଥିବାର ଦେଖାଯାଉଛି। ଏଥିରେ ତାଙ୍କୁ ତାଙ୍କ କୁକୁର ସାହାର୍ଯ୍ୟ କରୁଛି। କୁକୁରଟି ଯୁବକଙ୍କ ଦୁଇ ଆଣ୍ଠୁକୁ ମାଡ଼ି ଧରିଛି ଏବଂ ଯୁବକ ସହଜରେ ବାୟାମ କରୁଛନ୍ତି। ଗତକାଲି ରାତି ୯.୨୦ରେ ଏହି ଭିଡିଓଟି ସେୟାର କରାଯାଇଥିବା ବେଳେ ଏହାକୁ ୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like