୨୧ ବର୍ଷ ଭିତରେ ଅଟୋମୋବାଇଲ କ୍ଷେତ୍ରକୁ ସବୁଠୁ ବଡ଼ ଘାଟା

ନୂଆଦିଲ୍ଲୀ: ଗତ ୨୧ ବର୍ଷ ଭିତରେ ଅଟୋମୋବାଇଲ କ୍ଷେତ୍ରକୁ ସବୁଠୁ ବଡ଼ ଘାଟା ହୋଇଛି। ମାନ୍ଦାବସ୍ଥା ପ୍ରଭାବରେ ପାସେଞ୍ଜର କାର ବ୍ୟବସାୟ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଛି SIAM ବା ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକଚର । ଏହି ସଂସ୍ଥାର ସୂଚନା ଅନୁସାରେ ଯାତ୍ରୀ ବାହୀ ଗାଡି ବିକ୍ରି ଗତବର୍ଷ ତୁଳନାରେ ୩୧.୫୭ ପ୍ରତିଶତ ଖସି ଆସିଛି।

କେବଳ କାର ବିକ୍ରି କ୍ଷେତ୍ରରେ ମଧ୍ୟ ୪୧ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ଟ୍ରକ୍ ଓ ବସ୍ ବିକ୍ରି ୩୯ ପ୍ରତିଶତ ହ୍ରାସ ପାଇଛି। ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବାଇକ ବ୍ରିକ୍ରି ଉପରେ ପଡ଼ିଛି। ଗତ ମାସରେ ବାଇକ୍ ବିକ୍ରି ୨୨ ପ୍ରତିଶତ ହ୍ରାସ ପାଇଛି। ମାନ୍ଦାବସ୍ଥା ଯୋଗୁ ଅଟୋମୋବାଇଲ କ୍ଷେତ୍ରରେ ଅନେକ ଲୋକ ବେରଜଗୋର ହୋଇପଡିଛନ୍ତି। ୧୯୯୭-୯୮ ପରଠୁ ଅଟୋମୋବାଇଲ କ୍ଷେତ୍ରରେ ଏହା ସବୁଠୁ ଖରାପ ସମୟ ହୋଇଥିବା ବେଳେ ଲଗାତର ଭାବେ ଗଲା ୧୦ ମାସ ଧରି ପାସେଞ୍ଜର ଗାଡ଼ି କ୍ଷେତ୍ରରେ ଏ ହ୍ରାସ ପରିଲକ୍ଷିତ ହୋଇଥିବା SIAM ଦର୍ଶାଇଛି।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like