ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟର ଯଥେଷ୍ଟ ଗରୁ ଶେଷ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ଅକଟୋବର ୧ ତାରିଖରେ ସରିବାକୁ ଥିଲେ ବି କରୋନା ସଂକ୍ରମଣ କାରଣରୁ ସନ୍ତା ବୁଧବାର ହିଁ ସଂସଦର ସତ୍ର ଶେଷ କରିବାକୁ ବିଜ୍ନେସ୍ ଡ୍ଭାଇଜରି କମିଟି ବୈଠକରେ ଲୋଚନା ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ ବିରୋଧୀ ଦଳଙ୍କ ସହ ଲୋଚନା ପରେ ବିରୋଧୀ ବି ଅଧିବେଶନ ଶୀଘ୍ର ସାରିବା ନେଇ ସହମତି ହେବାରୁ ସରକାର ଏ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଅଧିବେଶନ ଚାଲିଥବା ବେଳେ ଏବଂ ଏଥିରେ ଯୋଗ ଦେଇଥିବା ୩ ଜଣ ସଦସ୍ୟ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ଅଧିବେଶନରେ ଯୋଗ ଦେବା ପୂର୍ବରୁ ସବୁ ସାଂସଦଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ ପରେ ପ୍ରାୟ ୩୦ ଜଣ ସାଂସଦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଓ ପ୍ରହଲ୍ଲାଦ ପଟେଲଙ୍କ ରିପୋର୍ଟ ମଧ୍ୟ ଗତ ସପ୍ତାହରେ ପଜିଟିଭ୍ ସିଥିଲା । ସଂସଦରେ କୋରନାର ସଂକ୍ରମଣ ପ୍ରାଦୁର୍ଭାବକୁ ରୋକିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like