କୃଷି ଆଇନ ସମ୍ପର୍କରେ ଏମିତି କହିଲେ ପଞ୍ଜାବ ସାଂସଦ
ପଞ୍ଜାବ: ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଥିବା କୃଷକ ଆନ୍ଦୋଳନ ଆଜି ୨୦ ଦିନରେ ପହଞ୍ଚିଛି। ଏବେବି ଚାଷୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପଞ୍ଜାବରେ କିଛି ସାଂସଦ ମଧ୍ୟ ଏହି ଆନ୍ଦୋଳନରେ ନିଜକୁ ସାମିଲ୍ କରିଛନ୍ତି।
ଆହୁରି ପଢ଼ନ୍ତୁ
ସରକାରଙ୍କ ଏହି ନୀତ କୃଷକଙ୍କର ସମସ୍ତ ପରିଶ୍ରମକୁ ବ୍ୟର୍ଥ କରିଦେବ। ଯଦି କୃଷକଙ୍କ ହିତରେ ଏହି ବିଲ୍ ପାରିତ ହୋଇଛି ତେବେ କୃଷକଙ୍କ ସହ ପୂର୍ବରୁ କାହିଁକି ଆଲୋଚନା କରାଗଲାନି ବୋଲି ସାଂସଦ ଜସ୍ବିର୍ ସିଂ ଗିଲ୍ କହିଛନ୍ତି ।