ଦ୍ୱିତୀୟ ଦିନ ପାଇଁ ପାକିସ୍ତାନର ସମସ୍ତ ବିମାନ ଉଡ଼ାଣ ବନ୍ଦ

ନିର୍ଦ୍ଦେଶ ଦେଲେ ପାକିସ୍ତାନ ବେସାମରିକ ବିମାନ କର୍ତ୍ତୃପକ୍ଷ

ଇସଲାମବାଦ: ଆଜି ଦ୍ୱିତୀୟ ଦିନ ପାଇଁ ପାକିସ୍ତାନର ସମସ୍ତ ବିମାନ ଉଡ଼ାଣ ବନ୍ଦ ରହିଛି। ପାକିସ୍ତାନ ନିଜ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ କରିଛି । ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ କରିଛନ୍ତି ପାକିସ୍ତାନ ବେସାମରିକ ବିମାନ କର୍ତ୍ତୃପକ୍ଷ ।

ଗତକାଲି ଭାରତୀୟ ବାୟୁସୀମା ଉଲ୍ଲଂଘନ ଲାଗି ଉଦ୍ୟମ ବେଳେ ପାକିସ୍ତାନର ଏକ ଏଫ୍-୧୬ ଜେଟ୍‌କୁ ଗୁଳି କରି ଖସାଇ ଦେଇଥିଲା ଭାରତ ।  ଯାହା ପରେ ପାକିସ୍ତାନରେ ବିମାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ସେପଟେ ଆଜି କାନାଡ଼ା ଭାରତକୁ ନିଜ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛି ।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like