ପରମାଣୁ ଅସ୍ତ୍ର ବହନ କରୁଥିବା କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକିସ୍ତାନ

ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ବାଚାଳ ପ୍ରାୟ ହୋଇଯାଇଥିବା ପାକିସ୍ତାନ ଆଉ ଏକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେଇଛି। ପରମାଣୁ ଅସ୍ତ୍ର ବହନ କରିପାରୁଥିବା ଗଜନବୀ କ୍ଷେପଣାସ୍ତ୍ରକୁ ଗତକାଲି ପରୀକ୍ଷା କରିଛି ପାକିସ୍ତାନ। ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ ହେଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ରହିଛି। ଏହା ପରମାଣୁ ଅସ୍ତ୍ର ବହନ କରିବା କ୍ଷମତା ରଖୁଛି।

ଗତକାଲି ରାତିରେ ସଫଳତାର ସହ ଏହି ପରୀକ୍ଷଣ କରାଯାଇଥିବା ପାକିସ୍ତାନ ଡିଜି ISPR ପକ୍ଷରୁ ଟୁଇଟ୍ କରି ଭିଡିଓ ଛଡ଼ାଯାଇଛି। ଗଜନବୀ କ୍ଷେପଣାସ୍ତ୍ର ଭାରତର କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍‌ କରିପାରିବ। ସେହିପରି ପରମାଣୁ ଆକ୍ରମଣକୁ ପ୍ରତିହତ କରିବା ଲାଗି ପାକିସ୍ତାନ ହାତରେ ଏହା ସବୁଠୁ ବଡ଼ ଅସ୍ତ୍ର। ମୋବାଇଲ ଲଞ୍ଚର ସାହାଯ୍ୟରେ ରାସ୍ତା ଉପରୁ ଏହାକୁ ମାଡ଼ କରାଯାଇ ପାରୁଥିବାରୁ  ପାକିସ୍ତାନ ସେନା ଲାଗି ଏହା ବେଶ୍‌ ଉପଯୋଗୀ ହେବ।

ଆହୁରି ପଢ଼ନ୍ତୁ

ଏକ କୋଟିରୁ ଅଧିକ ଗ୍ରାହକ ଆଦୌ ଦେଇ ନାହାନ୍ତି ବିଜୁଳି ବିଲ୍

ଶେଷ ଡିବେଟ୍‌ରେ ଭାରତର ବାୟୁପ୍ରଦୂଷଣ ଆମେରିକା ଠାରୁ ଖରାପ ବୋଲି କହିଲେ ଟ୍ରମ୍ପ

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

You might also like