୨୯ ହଜାର ଟଙ୍କାର ସ୍ମାର୍ଟଫୋନ୍‌କୁ କିଣନ୍ତୁ ୧୫,୯୯୦ ଟଙ୍କାରେ

ନୂଆଦିଲ୍ଲୀ: ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି କି ? ତା’ହେଲେ ଆଉ ବିଳମ୍ବ ନ କରି Oppoର ଦାମୀ ଫୋନ୍‌ ପୂରା ଶସ୍ତାରେ କିଣନ୍ତୁ। Flipkart ଗ୍ରାହକଙ୍କୁ ଏହି ସୁବିଧା ଦେଉଛି। ‘ବେଷ୍ଟ୍‌ ସେଲିଙ୍ଗ୍‌ ଫୋନ୍ସ’ କ୍ୟାଟାଗରିରେ Oppo F11 Pro ଫୋନ୍‌ ଆପଣଙ୍କୁ ଶସ୍ତାରେ ମିଳିପାରିବ।

Flipkartରେ ଦିଆଯାଇଥିବା ସୂଚନା ଅନୁସାରେ, Oppo F11 Pro ଫୋନ୍‌ରେ ଆପଣଙ୍କୁ ୧୩ ହଜାର ଟଙ୍କାର ଡିସ୍‌କାଉଣ୍ଟ୍‌ ମିଳିବ। ଫୋନ୍‌ର ପ୍ରକୃତ ମୂଲ୍ୟ ୨୮,୯୯୦ ଟଙ୍କା ଥିବାବେଳେ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଏହା ୧୫,୯୯୦ ଟଙ୍କାରେ ଦିଆଯାଉଛି।

ଏକ୍ସଚେଞ୍ଜ୍‌ ଅଫରର ସୁବିଧା ମଧ୍ୟ ଉପଲ୍ଲବ୍ଧ। ଯେଉଁଥିରେ ଆପଣଙ୍କୁ ୧୪,୦୫୦ ଟଙ୍କାର ଡିସ୍‌କାଉଣ୍ଟ୍‌ରେ ଆପଣ ଏହି ଫୋନ୍‌ କିଣି ପାରିବେ।

Oppo F11 Pro ଫିଚର୍ସ…

  • ୬.୫୩ ଇଞ୍ଚ୍‌ ଡିସ୍‌ପ୍ଲେ
  • Mediatek Helio P70 ପ୍ରୋସେସର୍‌
  • ୪୮ ମେଗାପିକ୍ସେଲ୍‌ ପ୍ରାଇମେରୀ ରିୟର୍‌ କ୍ୟାମେରା
  • ୫ ମେଗାପିକ୍ସେଲ୍‌ ସେକେଣ୍ଡାରୀ କ୍ୟାମେରା
  • ସେଲ୍‌ଫି ପାଇଁ ୧୬ ମେଗାପିକ୍ସେଲ୍‌ର AI ପପ୍‌-ଅପ୍‌ ସେଲ୍‌ଫି କ୍ୟାମେରା
  • 4,000 mAh ବ୍ୟାଟେରୀ
  • VOOC 3.0 ଫାଷ୍ଟ୍‌ ଚାର୍ଜିଂ ସପୋର୍ଟ

ଆହୁରି ପଢ଼ନ୍ତୁ

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇଥିବା ୯ ଜଣଙ୍କ ମୃତ୍ୟୁ, ୨୪ ଆକ୍ରାନ୍ତ

ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ ଘଣ୍ଟାକୁ ଥରେ ସେଲ୍‌ଫି ପଠାଇବେ

କରୋନାବେଳେ ସେବା: ରନ୍ଧନ ଗ୍ୟାସ୍ ବିତରଣକାରୀଙ୍କୁ ମିଳିବ ଏମିତି ସୁବିଧା

You might also like