ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କାହିଁକି ବିଚ୍ଛିନ୍ନ ହେଲା କହିଲେ ଓଡ଼ିଆ ବୈଜ୍ଞାନିକ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ବେଳେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କେମିତି ବିଚ୍ଛିନ୍ନ ହୋଇଥିଲା ସେନେଇ ମତ ରଖିଛନ୍ତି ଇସ୍ରୋରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଶରତ ଦାସ । ସେ କହିଛନ୍ତି ବିକ୍ରମ ଲ୍ୟାଣ୍ଡର ଅବତରଣ ବେଳେ ସେଥିରେ ଥିବା ୪ଟି ଥ୍ରଷ୍ଟର ଅନ କରାଯାଇଥିଲା । କିନ୍ତୁ ଏହି ଚାରିଟି ଥ୍ରଷ୍ଟର ଠିକ ଭାବେ କାମ ନ କରିବାରୁ ଏଭଳି ସ୍ଥିତି ଉପୁଜିଛି ।

୪ଟି ଯାକ ଥ୍ରଷ୍ଟର ମଧ୍ୟରେ ତାଳମେଳ ଅଭାବ ରହିବାରୁ ନିର୍ଦ୍ଧାରିତ କକ୍ଷରୁ ବିକ୍ରମ ଲ୍ୟାଣ୍ଡର ବିଚ୍ୟୁତ ହୋଇ ଯାଇଥିବା ଅନୁମାନ କରାଯାଉଛି। ଏପରିକି କକ୍ଷରୁ ବିଚ୍ୟୁତ ହେବା ପରେ ବିକ୍ରମ ଲ୍ୟାଣ୍ଡର କ୍ରାସ ହୋଇ ଯାଇଥିବାର ମଧ୍ୟ ସେ ଅନୁମାନ କରିଛନ୍ତି ।

ଆହୁରି ପଢ଼ନ୍ତୁ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

You might also like