ମହଙ୍ଗା ପଡିଲା ନର୍ସଙ୍କୁ ଅସଦାଚରଣ

ନିସ୍ତୁକ ମାଡ ଖାଇଲେ ଡାକ୍ତର

ବିହାର : ମହଙ୍ଗା ପଡିଲା ନର୍ସଙ୍କୁ ଅସଦାଚରଣ। ଏନେଇ ଜଣେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ଖାଇବାକୁ ପଡିଛି। ବିହାର କଟିହାରର ଏକ ହସପିଟାଲରେ ଏଭଳି ଘଟଣା ନଜରକୁ ଅାସିଛି। ମେଡିକାଲ ପରିସରରେ ଜଣେ ମହିଳା ସହକର୍ମୀଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ଅନ୍ୟ ନର୍ସମାନେ ତାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ।

ଡାକ୍ତର ଜଣଙ୍କ କୌଣସି ଭୁଲ କରି ନଥିବା ବାରମ୍ବାର କହୁଥିଲେ ମଧ୍ୟ ନର୍ସମାନେ ଶୁଣି ନଥିଲେ । ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଅଡି ବସିଥିଲେ।

ଦେଖନ୍ତୁ ଏହି ଭିଡିଓ –

(ସୌଜନ୍ୟ -ଏବିପି ନ୍ୟୁଜ୍‌)

You might also like