ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅକ୍ସିଜେନ୍‌ ସିଲିଣ୍ଡରର ଅଭାବ ଓ ଦର ବୃଦ୍ଧି ସମସ୍ୟାକୁ ମୁକାବିଲା କରିବା ପାଇଁ ଭାରତ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଆସନ୍ତା ୬ ମାସ ପାଇଁ National Pharmaceutical Pricing Authority(NPPA), Liquid Medical Oxygen (LMO) ଓ ମେଡିକାଲ୍‌ ଅକ୍ସିଜେନ୍‌ ସିଲିଣ୍ଡର ଦର ହ୍ରାସ କରିଛି।

କାରଖାନାରେ ଉତ୍ପାଦିତ ହେଉଥିବା LMOର କ୍ୟୁବ୍‌ ମିଟର ପିଛା ଦରକୁ ୧୫ ଟଙ୍କା ୨୨ ପଇସା ହ୍ରାସ କରାଯାଇଛି। ସେହିପରି ମେଡିକାଲ୍‌ ଅକ୍ସିଜେନ୍‌ ସିଲିଣ୍ଡରର କ୍ୟୁବ୍‌ ମିଟର ପିଛା ଦର ୨୫ ଟଙ୍କା ୭୧ ପଇସା ହ୍ରାସ କରାଯାଇଛି। ତେବେ ସିଲିଣ୍ଡରର ପରିବହନ ଦର ରାଜ୍ୟ ସରକାରମାନେ ହିଁ ର୍ନିଦ୍ଧାରଣ କରିବେ।

କରୋନା ମହାମାରୀ ସମୟରେ ଅକ୍ସିଜେନ୍‌ ସିଲିଣ୍ଡର ଦର ଆଶାତୀତ ଭାବେ ବୃଦ୍ଧି ପାଉଥିବା ଖବର ମିଳିଥିଲା। ଏପରି କି ମେଡିକାଲ ଅକ୍ସିଜେନ୍‌ ସିଲିଣ୍ଡର ଦର ୪ ଗୁଣା ବୃଦ୍ଧି ପାଇଥିଲା। ଗୋଟିଏ ଦିନରେ ୭୫୦ ଟଙ୍କାରୁ ଅକ୍ସିଜେନ୍‌ ସିଲିଣ୍ଡର ପିଛା ଦର ୨୮ଶହ ଟଙ୍କାରେ ପହଞ୍ଚି ଯାଇଥିଲ॥

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

You might also like