ସରକାରୀ ଚାକିରିରେ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ମାମଲା

ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପଦୋନ୍ନତିରେ ସଂରକ୍ଷଣ ମନା। ସରକାରୀ ଚାକିରିରେ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ମାମଲାର ଶୁଣାଣି କରି ୨୦୦୬ ମସିହାର ନିଜ ରାୟ କାଏମ ରଖିଲେ ସୁପ୍ରିମକୋର୍ଟ। ସଂରକ୍ଷଣ ଭିତ୍ତିରେ ସରକାରୀ ଚାକିରୀରେ ହେଉଥିବା ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି।

ଏଥିସହ ଏହି ମାମଲାକୁ ୭ ଜଣିଅା ଖଣ୍ଡପୀଠକୁ ପଠାଇବାକୁ ମଧ୍ୟ ମନା କରିଛନ୍ତି। ସୁପ୍ରମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଅା ଖଣ୍ଡପୀଠ ଏକମତ ହୋଇ ଏହି ରାୟ ଶୁଣାଇଛନ୍ତି।

You might also like