4G ସେବା ଉନ୍ନୟନ କାର୍ଯ୍ୟରେ ଲାଗିବନି ଚାଇନା ସାମଗ୍ରୀ

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌ରେ ଲାଗିବନି ଚାଇନିଜ୍‌ ସରଞ୍ଜାମ। ଏନେଇ ଟେଲିକମ୍ ଡିପାର୍ଟମେଣ୍ଟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ବିଏସ୍‌ଏନ୍‌ଏଲ୍‌ର 4G ସେବାର ଉନ୍ନୟନ କାର୍ଯ୍ୟରେ ଚାଇନାର କୌଣସି ସରଞ୍ଜାମ ନ ଲଗାଇବାକୁ ଦୂରସଂଚାର ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଖବର ମିଳିଛି।

ଖବର ଅନୁସାରେ, BSNL, MTNL ଏବଂ ଅନ୍ୟ ସହାୟକ ଟେଲିକମ୍ କମ୍ପାନୀଗୁଡ଼ିକୁ ସେବା ଉନ୍ନୟନ କାର୍ଯ୍ୟରେ ଚାଇନା ସରଞ୍ଜାମ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛି ଦୂର ସଂଚାର ମନ୍ତ୍ରାଳୟ। ତା ବଦଳରେ ଭାରତୀୟ ସାମଗ୍ରୀକୁ ବ୍ୟବହାର କରିବାକୁ କମ୍ପାନୀଗୁଡ଼ିକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ବଳ ଦେବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ, 4G ସେବାର ଉନ୍ନୟନ କାର୍ଯ୍ୟରେ ହୋଇଥିବା ଟେଣ୍ଡର ଉପରେ ଆଉଥରେ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୁରକ୍ଷାଜନିତ କାରଣରୁ ଚାଇନା ସରଞ୍ଜାର ବ୍ୟବହାର ନ କରିବାକୁ ଭାରତ ସରକାର BSNLକୁ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ବିଭାଗ 4G ସେବାରେ କ୍ଷେତ୍ରରେ ପୁନଃ କାମ ଆରମ୍ଭ କରିବ ବୋଲି ସୂଚନା ମିଳିଛି।

ଭାରତର ଟେଲିକମ୍ ଗୁଡ଼ିକରେ ନେଟ୍‌ୱାର୍କ ସିକ୍ୟୁରିଟି କ୍ଷେତ୍ରରେ ଚାଇନା ସଂରଞ୍ଜାମ ବ୍ୟବହାର ହେଉଥିଲେ ମଧ୍ୟ ଏଥିରୁ ଅନେକ ସମୟରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like